ରାଜ୍ୟସଭା ଶୂନ୍ୟକାଳରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ । ରାଜ୍ୟର ବଳକା ଉଷୁନା ଚାଉଳ ଉଦ୍ଦେଶ୍ୟମୂଳକ ଭାବେ ଉଠାଉ ନାହିଁ ଏଫସିଆଇ । ଏଥିପାଇଁ ରାଜ୍ୟର ବହୁଚାଷୀ ପ୍ରଭାବିତ ହେଉଛନ୍ତି । ବିଳମ୍ବ ନକରି ତୁରନ୍ତ ଉଷୁନା ଚାଉଳ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ ।
ରାଜ୍ୟସଭାରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଲେ ବିଜେଡି । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ୪ ବିଜେଡି ସାଂସଦ । ରାଜ୍ୟର ବଳକା ଉଷୁନା ଚାଉଳ ଉଠାଉ ନାହିଁ
Read more