ଗଣତନ୍ତ୍ର ଦିବସ ୨୦୨୨ ପ୍ୟାରେଡରେ ଶ୍ରେଷ୍ଠ ପ୍ରଜ୍ଞାପନ ମେଢ ଭାବେ ଉତ୍ତର ପ୍ରଦେଶର ମେଢ ମନୋନୀତ ଓ ଲୋକପ୍ରିୟ ପସନ୍ଦ ବର୍ଗରେ ମହାରାଷ୍ଟ୍ରର ମେଢ ମନୋନୀତ | CISF ବେଷ୍ଟ ମାର୍ଚିଂ କଣ୍ଟିଜେଣ୍ଟ୍ ବିବେଚିତ ।

ଗଣତନ୍ତ୍ର ଦିବସ ୨୦୨୨ ପ୍ୟାରେଡରେ ଶ୍ରେଷ୍ଠ ପ୍ରଜ୍ଞାପନ ମେଢ ଭାବେ ଉତ୍ତର ପ୍ରଦେଶର ମେଢ ମନୋନୀତ ଓ ଲୋକପ୍ରିୟ ପସନ୍ଦ ବର୍ଗରେ ମହାରାଷ୍ଟ୍ରର ମେଢ ମନୋନୀତ |

Read more

ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା । OCA ସଂପାଦକ ସଞ୍ଜୟ ବେହେରାଙ୍କ ସୂଚନା । ବାରବାଟୀ ମ୍ୟାଚ୍‌ ନେଇ BCCI ଦେଇଛି ସହମତି । BCCI ସଭାପତିଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇଛି । ଜୁନ୍‌ ମାସରେ ଖେଳାଯିବ ଭାରତ-ଦକ୍ଷିଣଆଫ୍ରିକା T 20 ମ୍ୟାଚ୍‌ |

Read more

ଗଛରେ ପିଟି ହେଲା ଭ୍ୟାନ୍‌। ଚାଲି ଗଲା ୩ ଜୀବନ। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ କୁଟିବାଲି ନିକଟରେ।

୩ ମୃତକଙ୍କ ବ୍ୟତୀତ ଭ୍ୟାନ୍‌ଟିରେ ଆହୁରି ପ୍ରାୟ ୩୦ ଜଣ ଲୋକ ଥିବା ବେଳେ ସମସ୍ତେ ଆହତ ହୋଇଛନ୍ତି। ଭ୍ୟାନ୍‌ଟି କୋଟଗଡ଼ରୁ ଟିଆମାହା ଯିବା ବେଳେ ଦୁର୍ଘଟଣାଗ୍ରସ୍ତ

Read more

ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦିଆଯିବା ନେଇ ହାଇକୋର୍ଟରେ ମାମଲା

କଟକ : ଚିଲିକାକୁ ଦେଶ ବିଦେଶରୁ ଆସୁଥିବା ପକ୍ଷୀଙ୍କୁ ‘ରାଜ୍ୟ ଅତିଥି’ ମାନ୍ୟତା ପ୍ରଦାନ ପ୍ରସଂଗ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି। ଟାଙ୍ଗୀ ମଙ୍ଗଳାଯୋଡିର ଦେବକର

Read more

ରାଜ୍ୟସଭା ଶୂନ୍ୟକାଳରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ । ରାଜ୍ୟର ବଳକା ଉଷୁନା ଚାଉଳ ଉଦ୍ଦେଶ୍ୟମୂଳକ ଭାବେ ଉଠାଉ ନାହିଁ ଏଫସିଆଇ । ଏଥିପାଇଁ ରାଜ୍ୟର ବହୁଚାଷୀ ପ୍ରଭାବିତ ହେଉଛନ୍ତି । ବିଳମ୍ବ ନକରି ତୁରନ୍ତ ଉଷୁନା ଚାଉଳ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ ।

ରାଜ୍ୟସଭାରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଲେ ବିଜେଡି । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ୪ ବିଜେଡି ସାଂସଦ । ରାଜ୍ୟର ବଳକା ଉଷୁନା ଚାଉଳ ଉଠାଉ ନାହିଁ

Read more

ଚାଇନାର ୱିଣ୍ଟର ଅଲିମ୍ପିକ୍ସ କାର୍ଯ୍ୟକ୍ରମକୁ ଭାରତର ବୟକଟ, ପ୍ରସାରଣ ମଧ୍ୟ ହେବନି

ନୂଆଦିଲ୍ଲୀ: ଗଲୱାନ ଘାଟି ସଂଘର୍ଷକୁ ନେଇ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। କାଲିଠାରୁ ଚାଇନାର ରାଜଧାନୀ ବେଜିଂରେ ୱିଣ୍ଟର ଅଲିମ୍ପିକ୍ସ ଆରମ୍ଭ

Read more

କେନ୍ଦ୍ର ବଜେଟ୍‌ରେ ଓଡ଼ିଶାର ସଡ଼କ ପ୍ରକଳ୍ପକୁ ଅନୁଦାନ । NH-57 ବିକାଶ ଲାଗି ୧୫୭ କୋଟି ୪୯ ଲକ୍ଷ ଟଙ୍କାର ଅନୁଦାନ । ଖୋର୍ଦ୍ଧା ସହରରେ ଜମି ଅଧିଗ୍ରହଣ ଓ ବାଇପାସ୍‌ ନିର୍ମାଣ ହେବ । ଏ ସଂପର୍କରେ ସୂଚନା ଦେଲେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ |

କେନ୍ଦ୍ର ବଜେଟ୍‌ରେ ଓଡ଼ିଶାର ସଡ଼କ ପ୍ରକଳ୍ପକୁ ଅନୁଦାନ । NH-57 ବିକାଶ ଲାଗି ୧୫୭ କୋଟି ୪୯ ଲକ୍ଷ ଟଙ୍କାର ଅନୁଦାନ । ଖୋର୍ଦ୍ଧା ସହରରେ ଜମି

Read more

ସମଗ୍ର ଦେଶରେ ଗଡିବ ୪୦୦ ‘ବନ୍ଦେ ଭାରତ’ ଦ୍ରୁତଗାମୀ ଟ୍ରେନ୍‌

ଭୁବନେଶ୍ୱର : ସମଗ୍ର ଦେଶରେ ୪୦୦ ‘ବନ୍ଦେ ଭାରତ’ ଦ୍ରୁତଗାମୀ ଟ୍ରେନ୍‌ ଗଡ଼ିବା ନେଇ ବଜେଟ୍‌ରେ ଘୋଷଣା ହୋଇଛି। ଏଥିରେ ଓଡ଼ିଶା ରହିଛି। ଅର୍ଥାତ ଓଡ଼ିଶାରେ ମଧ୍ୟ

Read more

ଆସନ୍ତା ମାର୍ଚ୍ଚ ମାସ ୧୨ ତାରିଖରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ୬-୮ ସପ୍ତାହ ପାଇଁ ସ୍ଥଗିତ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

ଆସନ୍ତା ମାର୍ଚ୍ଚ ମାସ ୧୨ ତାରିଖରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ୬-୮ ସପ୍ତାହ ପାଇଁ ସ୍ଥଗିତ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା

Read more

ମଧୁସୂଦନ ୱାକର୍ସ କ୍ଲବ ପକ୍ଷରୁ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର : ପୋଖରୀପୁଟ ସ୍ଥିତ ମଧୁସୂଦନ ଦାସ ପାର୍କ ପରିସରରେ ଆଜି ମଧୁସୂଦନ ୱାକର୍ସ କ୍ଲବ ପକ୍ଷରୁ ମଧୁବାବୁଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ୱାକର୍ସ

Read more