ଭୁବନେଶ୍ୱର ଲୋୟର PMG ରେ ୩ ଗାଁ ସାଥିଙ୍କ ଆତ୍ମାହୁତି ଉଦ୍ୟମ, କିରାସିନି ଢାଳି ନିଆଁ ଲଗାଇଲା ବେଳେ କାବୁ କଲା ପୁଲିସ; ୩ ଜଣ ଗାଁ ସାଥିଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କଲା ପୁଲିସ; ୬୦ ଦିନ ହେଲା ଲୋୟର PMG ରେ ଅନଶନରେ ଅଛନ୍ତି ଗାଁ ସାଥି, ସ୍ଥାୟୀ ନିଯୁକ୍ତି ଓ ମାସିକ ୮ ହଜାର ଟଙ୍କା ଦରମା ଦାବିରେ ଅନଶନ

ଭୁବନେଶ୍ୱର ଲୋୟରPMG ରେ ୩ ଗାଁ ସାଥିଙ୍କ ଆତ୍ମାହୁତି ଉଦ୍ୟମ, କିରାସିନି ଢାଳି ନିଆଁ ଲଗାଇଲା ବେଳେ କାବୁ କଲା ପୁଲିସ; ୩ ଜଣ ଗାଁ ସାଥିଙ୍କୁ

Read more

ଲୋକପ୍ରିୟ ସଂଗୀତ ‘ରଙ୍ଗବତୀ’ର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ। ପ୍ରଥମେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ

ଲୋକପ୍ରିୟ ସଂଗୀତ ‘ରଙ୍ଗବତୀ’ର ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ। ପ୍ରଥମେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ବୁର୍ଲା

Read more

ପୁରୀ ଶ୍ରୀମନ୍ଦିରରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି, ପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ | ୪ ଘଣ୍ଟା ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଅପରାହ୍‌ଣ ୪ଟାରୁ ରାତି ୮ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ, ଏହି ସମୟରେ କେବଳ ପାର୍ଶ୍ବ ଦେବଦେବୀ ଦର୍ଶନ କରିହେବ

ପୁରୀ ଶ୍ରୀମନ୍ଦିରରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି, ପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ | ୪ ଘଣ୍ଟା ଧରି ବନ୍ଦ ରହିବ

Read more

ଭୁବନେଶ୍ବରରେ କଟକଣା କଡ଼ାକଡ଼ି କଲା କମିସନରେଟ ପୋଲିସ, ରାତି ୧୦ଟା ପରେ ଡିଜେ ବାଜିଲେ ବା ବାଣ ଫୁଟିଲେ ଜଣାଇବାକୁ ପରାମର୍ଶ | ହେଲ୍‌ପ ଲାଇନ୍‌ ନମ୍ବର-0674-2540294 ନମ୍ବର-୦୬୭୪-୨୫୪୦୨୯୪ ଜାରି କଲା ପୋଲିସ | ବରିଷ୍ଠ ନାଗରିକ, ପ୍ରସୂତି ଓ ଛୋଟ ପିଲାଙ୍କ ସୁବିଧା ଦୃଷ୍ଟିରୁ ନିୟମ

ଭୁବନେଶ୍ବରରେ କଟକଣା କଡ଼ାକଡ଼ି କଲା କମିସନରେଟ ପୋଲିସ, ରାତି ୧୦ଟା ପରେ ଡିଜେ ବାଜିଲେ ବା ବାଣ ଫୁଟିଲେ ଜଣାଇବାକୁ ପରାମର୍ଶ | ହେଲ୍‌ପ ଲାଇନ୍‌ ନମ୍ବର-0674-2540294

Read more

ନିଲମ୍ବିତ ୧୨ ରାଜ୍ୟସଭା ସଦସ୍ୟ ଭୁଲ୍‌ ପାଇଁ ଦୁଃଖ ପ୍ରକାଶ କରି ସଂସଦକୁ ଆସନ୍ତୁ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ : ମନ୍ତ୍ରୀ

ନିଲମ୍ବିତ ୧୨ ରାଜ୍ୟସଭା ସଦସ୍ୟ ଭୁଲ୍‌ ପାଇଁ ଦୁଃଖ ପ୍ରକାଶ କରି ସଂସଦକୁ ଆସନ୍ତୁ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିକ୍ରିୟା ରଖିଛନ୍ତି

Read more

ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଘଟଣା, ବେପରୁଆ ଗାଡ଼ି ଚଲାଇ ନୁହେଁ, ବରଂ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କ ନାଁରେ କଠିନ ଦଫା ଲଗାଇବାକୁ କୋର୍ଟରେ SITର ଆବେଦନ। କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଜଣ ଅଭିଯୁକ୍ତ ଅଛନ୍ତି

ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଘଟଣା, ବେପରୁଆ ଗାଡ଼ି ଚଲାଇ ନୁହେଁ, ବରଂ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କ ନାଁରେ

Read more

ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଥାନା । ୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ। ନିଯୁକ୍ତି ପାଇବେ ୧୪ ଇନ୍‌ସପେକ୍ଟର, ୨୮ ସବ୍ଇନ୍‌ସପେକ୍ଟର, ୨୮ ASI, ୨୮ କନେଷ୍ଟବଳ (ଯୋଗାଯୋଗ) ଓ ୫୬ କନେଷ୍ଟବଳ | ଆର୍ଥିକ ଅପରାଧ ରୋକିବାରେ ସାଇବର ଥାନା ସହାୟକ ହେବ: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଥାନା । ୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ। ନିଯୁକ୍ତି ପାଇବେ ୧୪ ଇନ୍‌ସପେକ୍ଟର, ୨୮

Read more

ଓମିକ୍ରନ ରିସ୍କ ଦେଶରୁ ଫେରିଲେ ପ୍ରି-ବୁକିଂ RT-PCR ଟେଷ୍ଟ ପାଇଁ ନିର୍ଦେଶ | ଡିସେମ୍ବର ୨୦ରୁ କଟକଣା କଡ଼ାକଡ଼ି କଲା ବିମାନ ଚଳାଚଳ ମନ୍ତ୍ରାଳୟ | ଯାତ୍ରୀ ପ୍ରି-ବୁକିଂ କରିଛନ୍ତି କି ନାହିଁ ଯାଞ୍ଚ କରିବାକୁ ଏୟାର ଲାଇନ୍ସକୁ ନିର୍ଦେଶ, ବୋର୍ଡିଂ ପୂର୍ବରୁ ପ୍ରି-ବୁକିଂ କରିଥିବା ଦର୍ଶାଇବେ, ନକରିଥିଲେ ଟେଷ୍ଟ ବ୍ୟବସ୍ଥା କରାଇବାକୁ ନିର୍ଦେଶ

ଓମିକ୍ରନ ରିସ୍କ ଦେଶରୁ ଫେରିଲେ ପ୍ରି-ବୁକିଂ RT-PCR ଟେଷ୍ଟ ପାଇଁ ନିର୍ଦେଶ | ଡିସେମ୍ବର ୨୦ରୁ କଟକଣା କଡ଼ାକଡ଼ି କଲା ବିମାନ ଚଳାଚଳ ମନ୍ତ୍ରାଳୟ | ଯାତ୍ରୀ

Read more

ବାଲେଶ୍ବରର ଚାନ୍ଦିପୁରରୁ ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ | SMART- ଦୂରଗାମୀ ସୁପରସୋନିକ କ୍ଷେପଣାସ୍ତ୍ର ସଂଯୁକ୍ତ ବିଧ୍ବଂସୀ | ପାଣି ଭିତରେ ଯୁଦ୍ଧାସ୍ତ୍ର ବିଧ୍ବଂସ କରିବାକୁ ପ୍ରସ୍ତୁତ ହୋଇଛି SMART

ବାଲେଶ୍ବରର ଚାନ୍ଦିପୁରରୁ ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ | SMART- ଦୂରଗାମୀ ସୁପରସୋନିକ କ୍ଷେପଣାସ୍ତ୍ର ସଂଯୁକ୍ତ ବିଧ୍ବଂସୀ | ପାଣି ଭିତରେ ଯୁଦ୍ଧାସ୍ତ୍ର ବିଧ୍ବଂସ କରିବାକୁ ପ୍ରସ୍ତୁତ

Read more

ମୟୂରଭଞ୍ଜ କପ୍ତିପଦାରେ ୪୦ ଛାତ୍ରୀ କୋରୋନା ପଜିଟିଭ | କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ୪୦ ଛାତ୍ରୀ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିବା ସୂଚନା | ଉଦଳା ମେଡିକାଲ ଟିମ୍ ଶିକ୍ଷାନୁଷ୍ଠାନରେ ପହଞ୍ଚି ସମସ୍ତଙ୍କ କର୍ମଚାରୀ ଏବଂ ଛାତ୍ରୀଙ୍କର RT-PCR ଟେଷ୍ଟ ପାଇଁ ନମୁନା ପଠାଇଛି

ମୟୂରଭଞ୍ଜ କପ୍ତିପଦାରେ ୪୦ ଛାତ୍ରୀ କୋରୋନା ପଜିଟିଭ | କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ୪୦ ଛାତ୍ରୀ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିବା ସୂଚନା | ଉଦଳା

Read more