ମଣିପୁରରେ ବିଜେପିର ପ୍ରଥମ ବିଜୟ । ଇମ୍ପାଲ ଇଷ୍ଟ ଜିଲ୍ଲାର ହେଇଙ୍ଗଗାଙ୍ଗ ଆସନରେ ବୀରେନ୍ ସିଂ ବିଜୟୀ ।

ମଣିପୁରରେ ବିଜେପିର ପ୍ରଥମ ବିଜୟ । ଇମ୍ପାଲ ଇଷ୍ଟ ଜିଲ୍ଲାର ହେଇଙ୍ଗଗାଙ୍ଗ ଆସନରେ ବୀରେନ୍ ସିଂ ବିଜୟୀ ।

Read more

ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ଗଣତି ଜାରି ଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଛୁଆ | ଦୁଇଟି ଯାକ ଆସନରେ ପଛୁଆ ଅଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି | ଚମକୌର ସାହିବ ଆସନ ଏବଂ ଭଦୌର ଆସନରେ ମୁଖ୍ୟମନ୍ତ୍ରୀ ଚନ୍ନି ପଛୁଆ | ଅମୃତସର ପୂର୍ବ ଆସନରେ ନବୋଜିତ ସିଂହ ସିଦ୍ଧୁ ପଛୁଆ |

ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ଗଣତି ଜାରି ଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଛୁଆ | ଦୁଇଟି ଯାକ ଆସନରେ ପଛୁଆ ଅଛନ୍ତି ମୁଖ୍ୟମନ୍ତ୍ରୀ

Read more

କୋଭୋଭାକ୍ସର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା DCGI | ୧୨ ବର୍ଷରୁ ଉର୍ଦ୍ଧ୍ବ ପିଲା, ବୟସ୍କଙ୍କୁ ଦିଆଯାଇପାରିବ ଟିକା | ସୂଚନା ଦେଲେ ସେରମ୍ ଇନଷ୍ଟିଚ୍ୟୁଟର CEO ଆଦାର ପୁନାୱାଲା |

କୋଭୋଭାକ୍ସର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା DCGI | ୧୨ ବର୍ଷରୁ ଉର୍ଦ୍ଧ୍ବ ପିଲା, ବୟସ୍କଙ୍କୁ ଦିଆଯାଇପାରିବ ଟିକା | ସୂଚନା ଦେଲେ ସେରମ୍ ଇନଷ୍ଟିଚ୍ୟୁଟର

Read more

ୟୁକ୍ରେନ ଯୁଦ୍ଧାଞ୍ଚଳରୁ ଶେଷବ୍ୟାଚ୍ ଭାରତୀୟଙ୍କୁ ଉଦ୍ଧାର | ୟୁକ୍ରେନର ସୁରକ୍ଷିତ ଜାଗାକୁ ନିଆଗଲା , ଖୁବଶୀଘ୍ର ପଡୋଶୀ ଦେଶକୁ ଯାଇ ଭାରତ ଫେରିବେ | ପାକିସ୍ତାନ, ବାଂଲାଦେଶ, ନେପାଳ ନାଗରିକଙ୍କୁ ବି ଉଦ୍ଧାର କରାଯାଇଥିବା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସୂଚନା |

ୟୁକ୍ରେନ ଯୁଦ୍ଧାଞ୍ଚଳରୁ ଶେଷବ୍ୟାଚ୍ ଭାରତୀୟଙ୍କୁ ଉଦ୍ଧାର | ୟୁକ୍ରେନର ସୁରକ୍ଷିତ ଜାଗାକୁ ନିଆଗଲା , ଖୁବଶୀଘ୍ର ପଡୋଶୀ ଦେଶକୁ ଯାଇ ଭାରତ ଫେରିବେ | ପାକିସ୍ତାନ, ବାଂଲାଦେଶ,

Read more

ICC ଟପ୍ ଅଲରାଉଣ୍ଡର ତାଲିକାର ଶୀର୍ଷରେ ରବୀନ୍ଦ୍ର ଜାଡେଜା | ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ ଜାଡେଜା | ମ୍ୟାଚରେ ୧୭୫ ରନ୍ ସହ ହାତେଇଥିଲେ ୯ଟି ୱିକେଟ । ୱେଷ୍ଟଇଣ୍ଡିଜର ଜାସନ ହୋଲଡର ଦ୍ବିତୀୟ, ଭାରତର ଆର୍. ଅଶ୍ବିନୀ ତାଲିକାର ତୃତୀୟ ସ୍ଥାନରେ |

ICC ଟପ୍ ଅଲରାଉଣ୍ଡର ତାଲିକାର ଶୀର୍ଷରେ ରବୀନ୍ଦ୍ର ଜାଡେଜା | ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ ଜାଡେଜା | ମ୍ୟାଚରେ ୧୭୫ ରନ୍

Read more

ରୁଷ ସେନାର ଆଖିବୁଜା ଗୁଳିମାଡ଼ ; ୧୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ

କିଭ୍‌ : ଯୁଦ୍ଧତ୍ରସ୍ତ ୟୁକ୍ରେନର ସେଭାରୋଡୋନେସ୍କିରେ ରୁଷ ସେନାର ବର୍ବରତା ଦେଖିବାକୁ ମିଳିଛି। ଏଠାରେ ରୁଷ ସେନା ଆଖିବୁଜା ଗୁଳିମାଡ଼ କରିବାରୁ ୧୦ ଜଣ ସାଧାରଣ ଲୋକଙ୍କ

Read more

ନନ୍ଦନକାନନରେ ୨ଟି ଜଙ୍ଗଲୀ ହାତୀ ପଶିବାରୁ ନନ୍ଦନକାନନକୁ ସାମୟିକ ସମୟ ପାଇଁ ବନ୍ଦ କଲେ କର୍ତ୍ତୃପକ୍ଷ | ଦାରୁଠେଙ୍ଗ ପଟ ପାଚେରୀ ଭାଙ୍ଗି ପଶିଲେ ହାତୀ । ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି | ନନ୍ଦନକାନନ ଏବଂ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନର କର୍ମଚାରୀ ନିୟୋଜିତ |

ନନ୍ଦନକାନନରେ ୨ଟି ଜଙ୍ଗଲୀ ହାତୀ ପଶିବାରୁ ନନ୍ଦନକାନନକୁ ସାମୟିକ ସମୟ ପାଇଁ ବନ୍ଦ କଲେ କର୍ତ୍ତୃପକ୍ଷ | ଦାରୁଠେଙ୍ଗ ପଟ ପାଚେରୀ ଭାଙ୍ଗି ପଶିଲେ ହାତୀ ।

Read more

ପୌର ନିର୍ବାଚନ ପାଇଁ ଆଜି ହେବ ପ୍ରାର୍ଥିପତ୍ର ଯାଞ୍ଚ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆଜି ହେବ ପ୍ରାର୍ଥିପତ୍ର ଯାଞ୍ଚ | ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ରାଜ୍ୟର

Read more

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ | ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କଲା ଭିଜିଲାନ୍ସ । ବ୍ରହ୍ମପୁର, ଛତ୍ରପୁର ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ | ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

Read more