ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଟିମ୍‌କୁ ବ୍ରୋଞ୍ଜ ପଦକ| ବ୍ରୋଞ୍ଜ ମେଡାଲ ମୁକାବିଲାରେ ପାକିସ୍ତାନକୁ ୪-୩ ଗୋଲରେ ହରାଇଲା ଭାରତ | ପୂର୍ବରୁ ଭାରତ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ୩ ଥର ବିଜେତା ହୋଇଛି ।

ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଟିମ୍‌କୁ ବ୍ରୋଞ୍ଜ ପଦକ| ବ୍ରୋଞ୍ଜ ମେଡାଲ ମୁକାବିଲାରେ ପାକିସ୍ତାନକୁ ୪-୩ ଗୋଲରେ ହରାଇଲା ଭାରତ | ପୂର୍ବରୁ ଭାରତ

Read more

ବ୍ୟାଙ୍କରୁ ୧ କୋଟି ୧୬ଲକ୍ଷ ୮୭ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଜଣେ ମହିଳା ସହକାରୀ ପ୍ରବନ୍ଧକଙ୍କୁ ଗିରଫ କରିଛି। ସେ ହେଉଛନ୍ତି କଳିଙ୍ଗନଗରସ୍ଥିତ ୟୁନିଅନ୍ ବ୍ୟାଙ୍କର ସହକାରୀ ପ୍ରବନ୍ଧକ ମୀନା ନାୟକ |

ବ୍ୟାଙ୍କରୁ ୧ କୋଟି ୧୬ଲକ୍ଷ ୮୭ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଜଣେ ମହିଳା ସହକାରୀ ପ୍ରବନ୍ଧକଙ୍କୁ ଗିରଫ କରିଛି। ସେ ହେଉଛନ୍ତି

Read more

ଓମିକ୍ରମ ଓ କରୋନା ପାଇଁ ଗାଇଡ୍‌ଲାଇନ୍‌କୁ କଡାକଡି କରାଯିବ। ୧୪ ଦିନ ପାଇଁ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଓ ବିଦେଶ ଫେରନ୍ତାଙ୍କ ଉପରେ ଆମ ଟିମ ନଜର ରଖିଛନ୍ତି। ଭୁବନେଶ୍ବରରେ କଣ୍ଟେନମେଣ୍ଟ ଫେରିବା ପ୍ରସଙ୍ଗରେ କହିଛନ୍ତି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ |

ଓମିକ୍ରମ ଓ କରୋନା ପାଇଁ ଗାଇଡ୍‌ଲାଇନ୍‌କୁ କଡାକଡି କରାଯିବ। ୧୪ ଦିନ ପାଇଁ ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଓ ବିଦେଶ

Read more

ରାଜ୍ୟରେ ଆଉ ୧୮୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୦୮ ଓ ସ୍ଥାନୀୟ ଅଞ୍ଚଳରୁ ୭୫ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ ୩୦ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୯୯ ଜଣ କୋରୋନା ଆକ୍ରାନ୍ ଚିହ୍ନଟ, କଟକରୁ ୧୩, ଦେବଗଡ଼ରୁ ୮ ଓ ସମ୍ବଲପୁରରୁ ୭ ଜଣ ଚିହ୍ନଟ |

ରାଜ୍ୟରେ ଆଉ ୧୮୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୦୮ ଓ ସ୍ଥାନୀୟ ଅଞ୍ଚଳରୁ ୭୫ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ

Read more

୧୦ ଡିଗ୍ରୀ ତଳେ ୧୭ ସହର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୬ ଡିଗ୍ରୀ ସୁବର୍ଣ୍ଣପୁର ଓ କେନ୍ଦୁଝରରେ ୬.୪ ଡିଗ୍ରୀ |ଟିଟିଲାଗଡ଼ ୬.୫, ଭବାନୀପାଟଣା ୬.୮ ଅନୁଗୁଳ ଓ ବୌଦ୍ଧରେ ୮, ସୁନ୍ଦରଗଡ଼ ୮.୪ ବଲାଙ୍ଗିର ୮.୫, ସମ୍ବଲପୁର ୮.୬, କୋରାପୁଟ ୭, ତାଳଚେର ଓ ନୟାଗଡ଼ରେ ୯ ଡିଗ୍ରୀ, ଚାନ୍ଦବାଲି ୯.୭, ଭୁବନେଶ୍ବର ୧୦.୧ ଓ କଟକ ୧୦.୬ ଡିଗ୍ରୀ |

୧୦ ଡିଗ୍ରୀ ତଳେ ୧୭ ସହର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୬ ଡିଗ୍ରୀ ସୁବର୍ଣ୍ଣପୁର ଓ କେନ୍ଦୁଝରରେ ୬.୪ ଡିଗ୍ରୀ |ଟିଟିଲାଗଡ଼ ୬.୫, ଭବାନୀପାଟଣା ୬.୮ ଅନୁଗୁଳ

Read more

୩.୬ ଡିଗ୍ରୀ ସହ ଥରୁଛି ଫୁଲବାଣୀ ସାରା ରାଜ୍ୟରେ ପ୍ରବଳ ଶୀତ ଲହରି ଜାରି | ୩.୬ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ କନ୍ଧମାଳ ଓ କଳାହାଣ୍ଡିର କିଛି ସ୍ଥାନରେ ବରଫର ଆସ୍ତରଣ |

୩.୬ ଡିଗ୍ରୀ ସହ ଥରୁଛି ଫୁଲବାଣୀ ସାରା ରାଜ୍ୟରେ ପ୍ରବଳ ଶୀତ ଲହରି ଜାରି | ୩.୬ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର। ଦାରିଙ୍ଗବାଡ଼ିରେ

Read more

ହାଇକୋର୍ଟରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ମାମଲା | ନିୟମିତ ହେବେ ରାଜ୍ୟର ବିଭିନ୍ନ RTOରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର | ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିଲେ ଏହି ଡାଟା ଏଣ୍ଟ୍ରି ଅପରେଟର |

ହାଇକୋର୍ଟରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ମାମଲା | ନିୟମିତ ହେବେ ରାଜ୍ୟର ବିଭିନ୍ନ RTOରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର | ଡାଟା ଏଣ୍ଟ୍ରି

Read more

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୦୦ ମହାରାଷ୍ଟ୍ର ଓ ଦିଲ୍ଲୀରୁ ୫୪ ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ | ତେଲେଙ୍ଗାନା ୨୦, କର୍ଣ୍ଣାଟକ ୧୯, ରାଜସ୍ଥାନ ୧୮, କେରଳ ୧୫, ଗୁଜରାଟ ୧୪, ଉତ୍ତର ପ୍ରଦେଶ ୨ , ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡ଼ୁ, ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ |

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୦୦ ମହାରାଷ୍ଟ୍ର ଓ ଦିଲ୍ଲୀରୁ ୫୪ ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ | ତେଲେଙ୍ଗାନା ୨୦, କର୍ଣ୍ଣାଟକ ୧୯, ରାଜସ୍ଥାନ

Read more

୫ ଦିନ ବନ୍ଦ ରହିବ କେନ୍ଦୁଝର ଘଟଗାଁର ମାଆ ତାରିଣୀ ମନ୍ଦିର | ଆସନ୍ତା ୨୫, ୨୬, ୩୧ ଓ ଜାନୁଆରି ୧ ଓ ୨ରେ ବନ୍ଦ ରହିବ ମନ୍ଦିର । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି |

୫ ଦିନ ବନ୍ଦ ରହିବ କେନ୍ଦୁଝର ଘଟଗାଁର ମାଆ ତାରିଣୀ ମନ୍ଦିର | ଆସନ୍ତା ୨୫, ୨୬, ୩୧ ଓ ଜାନୁଆରି ୧ ଓ ୨ରେ ବନ୍ଦ

Read more

ଢେଙ୍କାନାଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ | ୨ ଜଣ ଡ୍ରଗ୍ସ ମାଫିଆ ରାକେଶ ସାହୁ ଓ ସନ୍ତୋଷ ସାହୁକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ଉଭୟଙ୍କ ପାଖରୁ ଏକ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ । ୨୦୨୦ରୁ ଏବେ ସୁଦ୍ଧା ୪୪କିଲୋ ବ୍ରାଉନସୁଗାର ଜବତ କଲାଣି STF |

ଢେଙ୍କାନାଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ | ୨ ଜଣ ଡ୍ରଗ୍ସ ମାଫିଆ ରାକେଶ ସାହୁ ଓ ସନ୍ତୋଷ ସାହୁକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF ।

Read more