ହାଇକୋର୍ଟରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ମାମଲା | ନିୟମିତ ହେବେ ରାଜ୍ୟର ବିଭିନ୍ନ RTOରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର | ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିଲେ ଏହି ଡାଟା ଏଣ୍ଟ୍ରି ଅପରେଟର |

ହାଇକୋର୍ଟରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ମାମଲା | ନିୟମିତ ହେବେ ରାଜ୍ୟର ବିଭିନ୍ନ RTOରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର | ଡାଟା ଏଣ୍ଟ୍ରି

Read more

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୦୦ ମହାରାଷ୍ଟ୍ର ଓ ଦିଲ୍ଲୀରୁ ୫୪ ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ | ତେଲେଙ୍ଗାନା ୨୦, କର୍ଣ୍ଣାଟକ ୧୯, ରାଜସ୍ଥାନ ୧୮, କେରଳ ୧୫, ଗୁଜରାଟ ୧୪, ଉତ୍ତର ପ୍ରଦେଶ ୨ , ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡ଼ୁ, ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ |

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୦୦ ମହାରାଷ୍ଟ୍ର ଓ ଦିଲ୍ଲୀରୁ ୫୪ ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ | ତେଲେଙ୍ଗାନା ୨୦, କର୍ଣ୍ଣାଟକ ୧୯, ରାଜସ୍ଥାନ

Read more

୫ ଦିନ ବନ୍ଦ ରହିବ କେନ୍ଦୁଝର ଘଟଗାଁର ମାଆ ତାରିଣୀ ମନ୍ଦିର | ଆସନ୍ତା ୨୫, ୨୬, ୩୧ ଓ ଜାନୁଆରି ୧ ଓ ୨ରେ ବନ୍ଦ ରହିବ ମନ୍ଦିର । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି |

୫ ଦିନ ବନ୍ଦ ରହିବ କେନ୍ଦୁଝର ଘଟଗାଁର ମାଆ ତାରିଣୀ ମନ୍ଦିର | ଆସନ୍ତା ୨୫, ୨୬, ୩୧ ଓ ଜାନୁଆରି ୧ ଓ ୨ରେ ବନ୍ଦ

Read more

ଢେଙ୍କାନାଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ | ୨ ଜଣ ଡ୍ରଗ୍ସ ମାଫିଆ ରାକେଶ ସାହୁ ଓ ସନ୍ତୋଷ ସାହୁକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ଉଭୟଙ୍କ ପାଖରୁ ଏକ କେଜି ୯୦ ଗ୍ରାମ ବ୍ରାଉନସୁଗାର ଜବତ । ୨୦୨୦ରୁ ଏବେ ସୁଦ୍ଧା ୪୪କିଲୋ ବ୍ରାଉନସୁଗାର ଜବତ କଲାଣି STF |

ଢେଙ୍କାନାଳରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ | ୨ ଜଣ ଡ୍ରଗ୍ସ ମାଫିଆ ରାକେଶ ସାହୁ ଓ ସନ୍ତୋଷ ସାହୁକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF ।

Read more

ରାଜ୍ୟରେ ଚୋରା ଦେଶୀ ବନ୍ଧୁକ କାରାବର ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ । ଅନୁଗୁଳ ଜିଲା ଛେଣ୍ଡିପଦା କେରେଜାଙ୍ଗରୁ ୮ଟି ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ.ଟି.ଏଫ |

ରାଜ୍ୟରେ ଚୋରା ଦେଶୀ ବନ୍ଧୁକ କାରାବର ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ । ଅନୁଗୁଳ ଜିଲା ଛେଣ୍ଡିପଦା କେରେଜାଙ୍ଗରୁ ୮ଟି ଦେଶୀ ବନ୍ଧୁକ ଜବତ କରିବା

Read more

ରାଜ୍ୟର ୧୯ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ । ୩.୫ ଡ଼ିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡ଼ି ରାଜ୍ୟର ଥଣ୍ଡା ସହର | ଫୁଲବାଣୀ ୪, ଭବନୀପାଟଣା ୬, କେନ୍ଦୁଝର ୬.୨, ଝାରସୁଗୁଡ଼ା ୬.୫ ଡିଗ୍ରୀ, ସୁନ୍ଦରଗଡ଼ ୬.୫, ଟିଟିଲାଗଡ଼ ୬.୮, ବୌଦ୍ଧ ୭, ବଲାଙ୍ଗିର ୭.୮ ଡିଗ୍ରୀ |

ରାଜ୍ୟର ୧୯ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ । ୩.୫ ଡ଼ିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡ଼ି ରାଜ୍ୟର ଥଣ୍ଡା ସହର | ଫୁଲବାଣୀ ୪,

Read more

ଝାରପଡ଼ା ଜେଲରୁ ବାହାରିଲା ରାଜା ଆଚାର୍ଯ୍ୟ | କୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇବା ପରେ ୧୪ ମାସ ପରେ ଜେଲ୍‌ରୁ ବାହାରିଛି ରାଜା। ଦାଦା ବଟି ଆଦାୟକୁ ନେଇ ରାଜାକୁ NSAରେ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ ।

ଝାରପଡ଼ା ଜେଲରୁ ବାହାରିଲା ରାଜା ଆଚାର୍ଯ୍ୟ | କୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇବା ପରେ ୧୪ ମାସ ପରେ ଜେଲ୍‌ରୁ ବାହାରିଛି ରାଜା। ଦାଦା ବଟି ଆଦାୟକୁ

Read more

ଦେବଗଡ କଂସର ପୋଲିସ ଫାଣ୍ଡି ଲଇଣ୍ଡା ଗାଁରେ ନିଆଁ ପୁଇଁବା ବେଳେ ଶାଢିରେ ନିଆଁ ଲାଗି ଚାଲିଗଲା ବୃଦ୍ଧାଙ୍କ ଜୀବନ |ଶୀତରୁ ରକ୍ଷା ପାଇବାକୁ ପରିବାର ସହ ମିଶି ନିଆଁ ପୁଇଁ ହେଉଥିଲେ ବୃଦ୍ଧା ମୃତ ବୃଦ୍ଧ ୬୦ ବର୍ଷୀୟ ରଇବାରୀ କୁଅଁର, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ |

ଦେବଗଡ କଂସର ପୋଲିସ ଫାଣ୍ଡି ଲଇଣ୍ଡା ଗାଁରେ ନିଆଁ ପୁଇଁବା ବେଳେ ଶାଢିରେ ନିଆଁ ଲାଗି ଚାଲିଗଲା ବୃଦ୍ଧାଙ୍କ ଜୀବନ ଶୀତରୁ ରକ୍ଷା ପାଇବାକୁ ପରିବାର ସହ

Read more

BJDରେ ଯୋଗ ଦେଲେ ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମ ଚାନ୍ଦ ମହାନ୍ତି | ବିଜେଡି ଯୁବ ଜନତା ଦଳ ମୁଖ୍ୟାଳୟରେ BJD ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ଓ ଅର୍ଥ ମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ କରମଚାନ୍ଦଙ୍କ ଉପସ୍ଥିତି ସୋନପୁର BJDକୁ ଆହୁରି ସସକ୍ତ କରିବ |

BJDରେ ଯୋଗ ଦେଲେ ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମ ଚାନ୍ଦ ମହାନ୍ତି | ବିଜେଡି ଯୁବ ଜନତା ଦଳ ମୁଖ୍ୟାଳୟରେ BJD

Read more

କ୍ରାଇମବ୍ରାଞ୍ଚ EOW କବଜାରେ ନକଲି RAW ଅଫିସର ରାଜେଶ ଗେହଲଟ | ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲା ରାଜେଶ, ଗିରଫ ପରେ ବେଲ୍‌ ପାଇଥିଲା ରାଜେଶ ଗେହେଲଟ | ୫ ଦିନ ମଧ୍ୟରେ ଭୁବନେଶ୍ବର SDJM କୋର୍ଟରେ ହାଜର ହେବାକୁ ନିର୍ଦେଶ |ହାଜର ହେବାକୁ ରାଜେଶ ଗେହଲଟକୁ ଦ୍ଵାରିକା କୋର୍ଟଙ୍କ ନିର୍ଦେଶ ପୂର୍ବରୁ ଏହି ଘଟଣାରେ ୨ ଜଣ ଗିରଫ ହୋଇଥିଲେ | ମାଷ୍ଟର ମାଇଣ୍ଡ ରାଜେଶ ଗେହେଲଟ ଫେରାର ଥିଲା, ପୂର୍ବରୁ ଗିରଫ ହୋଇଥିବା ୨ ଅଭିଯୁକ୍ତ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର, ଜାଲ କାଗଜପତ୍ର ଜରିଆରେ ୮୦ କୋଟି ଟଙ୍କାର ୱର୍କ ଅର୍ଡର ଦେବାକୁ କହି ଟଙ୍କା ନେଇଥିଲା |

କ୍ରାଇମବ୍ରାଞ୍ଚ EOW କବଜାରେ ନକଲି RAW ଅଫିସର ରାଜେଶ ଗେହଲଟ | ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲା ରାଜେଶ, ଗିରଫ

Read more