ନୟାଗଡ଼ ଫତେଗଡ଼ରୁ ୧୧୬ କିଲୋ ଗଞ୍ଜେଇ ଜବତ । ଦାମୀ ଗାଡ଼ି ସହ ଗଞ୍ଜେଇ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଗଞ୍ଜେଇ ଚାଲାଣ ଅଭିଯୋଗରେ ବୁଲୁ ବେହେରା ଗିରଫ । ୨୦୨୦ରୁ ଏବେ ସୁଦ୍ଧା ୯୦ କ୍ବିଣ୍ଟାଇ ଗଞ୍ଜେଇ ଜବତ ହୋଇଛି

ନୟାଗଡ଼ ଫତେଗଡ଼ରୁ ୧୧୬ କିଲୋ ଗଞ୍ଜେଇ ଜବତ । ଦାମୀ ଗାଡ଼ି ସହ ଗଞ୍ଜେଇ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ । ଗଞ୍ଜେଇ ଚାଲାଣ ଅଭିଯୋଗରେ ବୁଲୁ

Read more

ରାଜ୍ୟର ୪୫ଟି ବୁଥ୍‌ରେ ଚାଲିଛି ସାନି ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥାରେ ଭୋଟରଙ୍କ ଭୋଟ ଗ୍ରହଣ ଜାରି । ଗଣତି କେନ୍ଦ୍ରକୁ ପାଣି ବୋତଲ, ମୋବାଇଲ୍‌, ସ୍ପାଏପେନ୍ ମନା । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନବେଳେ ବାଧାପ୍ରାପ୍ତ ହୋଇଥିଲା ମତଦାନ ।

ରାଜ୍ୟର ୪୫ଟି ବୁଥ୍‌ରେ ଚାଲିଛି ସାନି ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥାରେ ଭୋଟରଙ୍କ ଭୋଟ ଗ୍ରହଣ ଜାରି । ଗଣତି କେନ୍ଦ୍ରକୁ ପାଣି ବୋତଲ, ମୋବାଇଲ୍‌,

Read more

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ; କ୍ୱାରେଣ୍ଟିନରୁ ୧୯୬; ଲୋକାଲ୍ କେସ୍ ୧୪୬ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୬୩୯କୁ ବୃଦ୍ଧି

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ; କ୍ୱାରେଣ୍ଟିନରୁ ୧୯୬; ଲୋକାଲ୍ କେସ୍ ୧୪୬ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର

Read more

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ବନକ ଲାଗି ନୀତି । ବନକ ଲାଗି ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍‌ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ବନକ ଲାଗି ନୀତି । ବନକ ଲାଗି ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍‌ଣ ୪ଟାରୁ ରାତି

Read more

ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ୱିନୀ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ | ୧୭ ହଜାର ନୁହେଁ ୧୦ ହଜାର ଦେବା ପାଇଁ ନିର୍ଦେଶ | ତା ସହ ଏକମାସ ମଧ୍ୟରେରେ ଆସ୍କାରେ ଘରଭଡା ନେଇ ରହିବା ପାଇଁ ନିର୍ଦେଶ | ତଳ କୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ |

ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ୱିନୀ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ | ୧୭ ହଜାର ନୁହେଁ ୧୦ ହଜାର ଦେବା ପାଇଁ ନିର୍ଦେଶ | ତା

Read more

ଉତ୍ତରାଖଣ୍ଡର ଚମ୍ପାବତ୍‌ରେ ସୁଖିଡାଙ୍ଗ ରୀତା ସାହିବ ରୋଡ୍‌ ନିକଟରେ ଦୁର୍ଘଟଣା ; ବରଯାତ୍ରୀ ଗାଡ଼ି ଓଲଟି ୧୧ ମୃତ, ୨ ଆହତ

ଉତ୍ତରାଖଣ୍ଡର ଚମ୍ପାବତ୍‌ରେ ସୁଖିଡାଙ୍ଗ ରୀତା ସାହିବ ରୋଡ୍‌ ନିକଟରେ ଦୁର୍ଘଟଣା ; ବରଯାତ୍ରୀ ଗାଡ଼ି ଓଲଟି ୧୧ ମୃତ, ୨ ଆହତ

Read more

ମାଲକାନଗିରି କାଲିମେଳାର ଗୁମ୍ଫାକୋଣ୍ଡା ପଞ୍ଚାୟତରେ ଅଘଟଣ । କାନାଗୁଡା ଗାଁ କେନାଲ ନିକଟ ଜଙ୍ଗଲରେ ଯବକ-ଯୁବତୀଙ୍କ ମୃତଦେହ ଠାବ |

ମାଲକାନଗିରି କାଲିମେଳାର ଗୁମ୍ଫାକୋଣ୍ଡା ପଞ୍ଚାୟତରେ ଅଘଟଣ । କାନାଗୁଡା ଗାଁ କେନାଲ ନିକଟ ଜଙ୍ଗଲରେ ଯବକ-ଯୁବତୀଙ୍କ ମୃତଦେହ ଠାବ |

Read more

ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଗିରଫଦାରି ସଂଖ୍ୟା ୪୨କୁ ବଢ଼ିଲା, ୪୨ ଜଣଙ୍କୁ ଗିରଫ ନେଇ ଯାଜପୁର ଏସ୍‌ପିଙ୍କ ସୂଚନା

ଯାଜପୁର ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଗିରଫଦାରି ସଂଖ୍ୟା ୪୨କୁ ବଢ଼ିଲା, ୪୨ ଜଣଙ୍କୁ ଗିରଫ ନେଇ ଯାଜପୁର ଏସ୍‌ପିଙ୍କ ସୂଚନା

Read more

ମା ଙ୍କ ସେବା ନକରିବାରୁ ଏକସଙ୍ଗେ ପତ୍ନୀମାନଙ୍କୁ ଛାଡ଼ପତ୍ର ଦେଲେ ୩ ଭାଇ

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ଆଲଜେରିଆରେ ୩ ଜଣ ଭାଇ ଗୋଟିଏ ସମୟରେ ନିଜ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି।

Read more

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର | ଏପର୍ଯ୍ୟନ୍ତ ମୋଟ ୧୫୨ ଅଧିକାରୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ତ୍ରିନାଥଙ୍କଠାରୁ ୯କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର | ଏପର୍ଯ୍ୟନ୍ତ ମୋଟ ୧୫୨ ଅଧିକାରୀଙ୍କ ବିରୋଧରେ

Read more