୨୦୨୧ରେ ଜବତ ହୋଇଛି ୧୪ଟି କଲରାପତାରିଆ ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୫ଟି ହରିଣ ଛାଲ, ୧୦ କିଲୋ ବଜ୍ରକାପ୍ତା କାତି। ଚୋରା ଚାଲାଣ ବେଳେ ଉଦ୍ଧାର ହୋଇଛି ୬ଟି ଜୀବନ୍ତ ବଜ୍ରକାପ୍ତା । ୨୭ଟି ମାମଲା ରୁଜୁ କରି ୫୦ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡାଙ୍କ ସୂଚନା

୨୦୨୧ରେ ଜବତ ହୋଇଛି ୧୪ଟି କଲରାପତାରିଆ ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୫ଟି ହରିଣ ଛାଲ, ୧୦ କିଲୋ ବଜ୍ରକାପ୍ତା କାତି। ଚୋରା ଚାଲାଣ ବେଳେ

Read more

ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଛାତିରେ ସମସ୍ୟା ଯୋଗୁ ବିଧାୟକ ଅସୁସ୍ଥ ହୋଇପଡ଼ିଥିବା ସୂଚନା

ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଛାତିରେ ସମସ୍ୟା ଯୋଗୁ ବିଧାୟକ ଅସୁସ୍ଥ ହୋଇପଡ଼ିଥିବା ସୂଚନା

Read more

ରାଜସ୍ଥାନର ପୋଖରାନରେ ପିନାକ-ER ଲଞ୍ଚର୍‌ର ସଫଳ ପରୀକ୍ଷଣ | ପିନାକ-ER ହେଉଛି ପୂର୍ବ ପ୍ରଚଳିତ ପିନାକର ଅତ୍ୟାଧୁନିକ ସଂସ୍କରଣ, DRDO ଦ୍ବାରା ପ୍ରସ୍ତୁତ ପିନାକ-ERରେ ପିନାକର କ୍ଷମତା ବୃଦ୍ଧି କରାଯାଇଛି |ଭାରତୀୟ ସ୍ଥଳସେନାରେ ଗତ ୧୦ ବର୍ଷ ହେଲା ସାମିଲ ହୋଇଛି ଅତ୍ୟାଧୁନିକ ମଲ୍‌ଟି ବ୍ୟାରେଲ ରକେଟ ଲଞ୍ଚର ପିନାକ-ER

ରାଜସ୍ଥାନର ପୋଖରାନରେ ପିନାକ-ER ଲଞ୍ଚର୍‌ର ସଫଳ ପରୀକ୍ଷଣ | ପିନାକ-ER ହେଉଛି ପୂର୍ବ ପ୍ରଚଳିତ ପିନାକର ଅତ୍ୟାଧୁନିକ ସଂସ୍କରଣ, DRDO ଦ୍ବାରା ପ୍ରସ୍ତୁତ ପିନାକ-ERରେ ପିନାକର କ୍ଷମତା

Read more

ଭୁବନେଶ୍ବର ଏୟାରପୋର୍ଟରେ ବୀର ରାଣାପ୍ରତାପ ଦାସଙ୍କ ମରଶରୀର, ରାଣାପ୍ରତାପଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେନାର ଅଧିକାରୀ ସମେତ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଲେ । ମରଶରୀର ସହ ଯବାନଙ୍କ ଗାଁକୁ ଯିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ

ଭୁବନେଶ୍ବର ଏୟାରପୋର୍ଟରେ ବୀର ରାଣାପ୍ରତାପ ଦାସଙ୍କ ମରଶରୀର, ରାଣାପ୍ରତାପଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେନାର ଅଧିକାରୀ ସମେତ ଅନ୍ୟ ବହୁ

Read more

ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗରେ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କଲା ପୋଲିସ

ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗରେ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କଲା ପୋଲିସ

Read more

ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରି ମାମଲାରେ ସୋନପୁରର ୨ ଜଣ ମହାଦେବ ଥପା ଓ ଶୁଶାନ୍ତ ବେହେରାକୁ ଗିରଫ କଲା ସୋନପୁର ପୋଲିସ। ଗତ ୩୦ ତାରିଖ ରାତିରେ ମନ୍ଦିର ଗେଟ୍‌ର ତାଲା ଭାଙ୍ଗି ଚୋରି ହୋଇଥିଲା ମାଆଙ୍କ ରୂପା ମୁକୁଟ ଓ ୨ଟି ଛତ୍ର। ଅଭିଯୁକ୍ତଙ୍କଠାରୁ ୧୨୦ ଗ୍ରାମର ରୂପା ବିସ୍କୁଟ ଜବତ

ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରି ମାମଲାରେ ସୋନପୁରର ୨ ଜଣ ମହାଦେବ ଥପା ଓ ଶୁଶାନ୍ତ ବେହେରାକୁ ଗିରଫ କଲା ସୋନପୁର ପୋଲିସ।

Read more

ବ୍ରହ୍ମପୁର ଗୌଡ଼ ବନ୍ଧସାହିରେ ବସ୍ତି ଉଚ୍ଛେଦକୁ ନେଇ ଉତ୍ତେଜନା | ମହାନଗର ନିଗମର ଉଚ୍ଛେଦ ବେଳେ ବସ୍ତିର ଜଣେ ମହିଳା ଗୁରୁତର । ୨ଟି ଜେସିବି ମେସିନ୍‌ ଭାଙ୍ଗିଲେ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା । ବସ୍ତି ବାସିନ୍ଦାଙ୍କ ଆକ୍ରମଣରେ ୪ ଜଣ BMC କର୍ମଚାରୀ ଆହତ, ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ।

ବ୍ରହ୍ମପୁର ଗୌଡ଼ ବନ୍ଧସାହିରେ ବସ୍ତି ଉଚ୍ଛେଦକୁ ନେଇ ଉତ୍ତେଜନା | ମହାନଗର ନିଗମର ଉଚ୍ଛେଦ ବେଳେ ବସ୍ତିର ଜଣେ ମହିଳା ଗୁରୁତର । ୨ଟି ଜେସିବି ମେସିନ୍‌

Read more

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍, ନଗଦ ୨ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ୪ ଚକିଆ, ୩ଟି ୨ ଚକିଆ ଗାଡ଼ି ଜବତ ।

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ । ଏକକାଳୀନ ୬ଟି ସ୍ଥାନରେ

Read more

ବାତ୍ୟା ‘ଜୱାଦ’ ପାଇଁ ବିପଦ ସଙ୍କୁଳ ଅଞ୍ଚଳରେ ଥିବା ୧୮୯ ଗର୍ଭବତୀଙ୍କୁ ସ୍ଥାନାନ୍ତରଣ | ଗଞ୍ଜାମ ଜିଲ୍ଲାରେ ୧୮୯ ଗର୍ଭବତୀଙ୍କୁ ମେଡିକାଲରେ ଭର୍ତ୍ତି କଲା ପ୍ରଶାସନ | ସେମାନଙ୍କ ମଧ୍ୟରୁ ୧୭ ମହିଳା ସୁରକ୍ଷିତ ପ୍ରସବ କରିଥିବା ଟ୍ବିଟ୍‌ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ

ବାତ୍ୟା ‘ଜୱାଦ’ ପାଇଁ ବିପଦ ସଙ୍କୁଳ ଅଞ୍ଚଳରେ ଥିବା ୧୮୯ ଗର୍ଭବତୀଙ୍କୁ ସ୍ଥାନାନ୍ତରଣ | ଗଞ୍ଜାମ ଜିଲ୍ଲାରେ ୧୮୯ ଗର୍ଭବତୀଙ୍କୁ ମେଡିକାଲରେ ଭର୍ତ୍ତି କଲା ପ୍ରଶାସନ |

Read more

ଗତକାଲି ରାତିରେ ଜଗତସିଂହପୁର ଢିଙ୍କିଆ ପଞ୍ଚାୟତରେ ବୋମାମାଡ଼ । ଗୋବିନ୍ଦପୁର ଗାଁର ପ୍ରଭାତ ରାଉତଙ୍କ ଘର ଉପରକୁ ବୋମା ମାଡ଼ । ଘଟଣାସ୍ଥଳରେ ପୋଲିସ ଉପରକୁ ଟେକା ପଥର ମାଡ଼ କଲେ ଢିଙ୍କିଆ ଗାଁ ଲୋକେ । ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ସ୍ବାଇଁ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ଜଗତସିଂହପୁର ଗତକାଲି ରାତିରେ ଢିଙ୍କିଆ ପଞ୍ଚାୟତରେ ବୋମାମାଡ଼ । ଗୋବିନ୍ଦପୁର ଗାଁର ପ୍ରଭାତ ରାଉତଙ୍କ ଘର ଉପରକୁ ବୋମା ମାଡ଼ । ଘଟଣାସ୍ଥଳରେ ପୋଲିସ ଉପରକୁ ଟେକା

Read more