ପାରିବାରିକ ଗଣ୍ଡଗୋଳକୁ ନେଇ ଥାନାକୁ ଏତଲା ଦେବାକୁ ଆସୁଥିବା ସମ୍ପର୍କୀୟ ଭଉଣୀକୁ କିସିଣ୍ଡା ଥାନା ଆଗରେ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ
ସମ୍ବଲପୁର: କିସିଣ୍ଡା ଥାନା ଆଗରେ ମହିଳାଙ୍କୁ ହତ୍ୟା | ସମ୍ପର୍କୀୟ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ, ମୃତ ମହିଳା ଲୋଇସିଂ ଅଞ୍ଚଳର କୁମାରୀ ମେହେର,
Read more