ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନିୟନ୍ତ୍ରିତ ଅଞ୍ଚଳରେ କୋଠା ନିର୍ମାଣକୁ ମିଳିଲା ଅନୁମତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିୟନ୍ତ୍ରିତ ଅଞ୍ଚଳରେ କୋଠା ନିର୍ମାଣକୁ ମିଳିଲା ଅନୁମତି | ନିୟନ୍ତ୍ରିତ ଅଞ୍ଚଳରେ କୋଠା ନିର୍ମାଣକୁ ମିଳିଲା ଏନଓସି | କୋଠା ନିର୍ମାଣକୁ ଏନଓସି ଦେଲା ଏନଏମଏ, ରାଜ୍ୟ ସଂସ୍କୃତି ବିଭାଗକୁ ଏନଏମଏର ଚିଠି | ମନ୍ଦିର ପ୍ରଶାସନର ୩ ମହଲା କୋଠା ନିର୍ମାଣକୁ ଅନୁମତି |

Leave a Reply

Your email address will not be published. Required fields are marked *