କେନ୍ଦୁଝର ବାମେବାରୀରେ ୨୦୧୮ର ନାବାଳିକା ଗଣଦୁଷ୍କର୍ମ ମାମଲା | ୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ | ଉଭୟଙ୍କୁ ୫୫ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦେଶ | ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ମଧ୍ୟ ଆଦେଶ, ରାୟ ଶୁଣାଇଲେ କେନ୍ଦୁଝର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ

କେନ୍ଦୁଝର ବାମେବାରୀରେ ୨୦୧୮ର ନାବାଳିକା ଗଣଦୁଷ୍କର୍ମ ମାମଲା | ୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ | ଉଭୟଙ୍କୁ ୫୫ ହଜାର ଟଙ୍କା ଲେଖାଏଁ

Read more

ରାଜ୍ୟର ୧୬ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଟପିଲା । ୩୮.୩ ଡିଗ୍ରୀ ସହ ବଲାଙ୍ଗିର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ା ୩୮.୨, ଅନୁଗୁଳ ୩୮.୧, ଟିଟିଲାଗଡ଼ ୩୮ ଡିଗ୍ରୀ ସେଲ୍‌ସିଅସ । ବୌଦ୍ଧ, ନୟାଗଡ଼ ଓ ସମ୍ବଲପୁରରେ ତାତି ୩୭.୫ ଡିଗ୍ରୀ ସେଲ୍‌ସିଅସ ।

ରାଜ୍ୟର ୧୬ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଟପିଲା । ୩୮.୩ ଡିଗ୍ରୀ ସହ ବଲାଙ୍ଗିର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ା ୩୮.୨, ଅନୁଗୁଳ

Read more

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ

Read more

ଭୁବନେଶ୍ବରରୁ ଗିରଫ ହେଲା ଆନ୍ତରାଜ୍ୟ ମଦ ମାଫିଆ ଜଗମୋହନ | ଢେଙ୍କାନାଳ ଜିଲ୍ଲାର ଜଗମୋହନ ସାହୁର ମଦ ଭର୍ତ୍ତି ଟ୍ରକ୍ ଜବତ | ଅରୁଣାଚଳ ପ୍ରଦେଶରୁ ମଦ ଆଣି ଓଡ଼ିଶାରେ କରୁଥିଲା ବିକ୍ରି | ଭୁବନେଶ୍ବର ନୂଆଗାଁ ଅଞ୍ଚଳରେ ମଦ ଗୋଦାମ ସିଜ୍ | ନଗଦ ୯ ଲକ୍ଷ ଟଙ୍କା ଜବତ କଲା ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ

ଭୁବନେଶ୍ବରରୁ ଗିରଫ ହେଲା ଆନ୍ତରାଜ୍ୟ ମଦ ମାଫିଆ ଜଗମୋହନ | ଢେଙ୍କାନାଳ ଜିଲ୍ଲାର ଜଗମୋହନ ସାହୁର ମଦ ଭର୍ତ୍ତି ଟ୍ରକ୍ ଜବତ | ଅରୁଣାଚଳ ପ୍ରଦେଶରୁ ମଦ

Read more

ପୋଲିସ ହେପାଜତରେ ଖୋର୍ଦ୍ଧାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା, ପରେ ବିଧାୟକଙ୍କୁ ଗିରଫ କରାଯିବ | ବିଧାୟକଙ୍କ ବିରୋଧରେ ସଙ୍ଗିନ ଦଫା ଲାଗିଥିବା କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ସୂଚନା

ପୋଲିସ ହେପାଜତରେ ଖୋର୍ଦ୍ଧାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା, ପରେ ବିଧାୟକଙ୍କୁ ଗିରଫ କରାଯିବ | ବିଧାୟକଙ୍କ

Read more

ବାଣପୁର ବ୍ଳକ୍‌ ଅଫିସ୍‌ ଆଗରେ ବିଧାୟକଙ୍କ ଗାଡ଼ି ମାଡ଼ିଯିବା ଘଟଣାରେ ଉତ୍ତେଜନା ଯୋଗୁ ବାଣପୁର ଓ ବେଗୁନିଆରେ ୧୪୪ ଧାରା ଜାରି | ଆଇନ ଶୃଙ୍ଖଳା ସ୍ଥିତି ଦୃଷ୍ଟିରୁ ୧୪୪ ଧାରା ଜାରି କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ବାଣପୁର ବ୍ଳକ୍‌ ଅଫିସ୍‌ ଆଗରେ ବିଧାୟକଙ୍କ ଗାଡ଼ି ମାଡ଼ିଯିବା ଘଟଣାରେ ଉତ୍ତେଜନା ଯୋଗୁ ବାଣପୁର ଓ ବେଗୁନିଆରେ ୧୪୪ ଧାରା ଜାରି | ଆଇନ ଶୃଙ୍ଖଳା ସ୍ଥିତି

Read more

ଶ୍ରୀମନ୍ଦିରରୁ ହଟିଲା ରବିବାରିଆ କଟକଣା | ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି | ମାର୍ଚ ୨୦ରୁ ପ୍ରତି ରବିବାର ମିଳିବ କାଳିଆ ଦର୍ଶନ

ଶ୍ରୀମନ୍ଦିରରୁ ହଟିଲା ରବିବାରିଆ କଟକଣା | ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି | ମାର୍ଚ ୨୦ରୁ ପ୍ରତି ରବିବାର ମିଳିବ କାଳିଆ ଦର୍ଶନ

Read more

ଭିଡ ମଧ୍ୟରେ ଗାଡି ମଡାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ୩ଜଣ ମହିଳା, ୪ଜଣ ପୁଲିସ କର୍ମଚାରୀଙ୍କ ସମେତ ୨୩ଜଣ ଆହତ । ବାଣପୁର ଥାନା ଆଇଆଇସି ଗୁରୁତର । ଏହା ସହିତ ୧୫ଜଣ ବିଜେପି କର୍ମୀ ଓ ଜଣେ ବିଜେଡି କର୍ମୀ ଆହତ ।

ଭିଡ ମଧ୍ୟରେ ଗାଡି ମଡାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ୩ଜଣ ମହିଳା, ୪ଜଣ ପୁଲିସ କର୍ମଚାରୀଙ୍କ ସମେତ ୨୩ଜଣ ଆହତ । ବାଣପୁର

Read more

ଦିଲ୍ଲୀ ଗୋକୁଳପୁରୀ ଅଞ୍ଚଳର ଏକ ବସ୍ତିରେ ଅଗ୍ନିକାଣ୍ଡ ; ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ସୂଚନାଅନୁଯାୟୀ,

Read more