ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣା; ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି, ମହିଳା ମୋର୍ଚ୍ଚାର ଏକ ଟିମ୍ ଘଟଣାସ୍ଥଳକୁ ଯିବ, କାଲି ୫ ଜଣିଆ ପ୍ରତିନିଧି ଦଳ ୨ ଦିନିଆ କଳାହାଣ୍ଡି ଗସ୍ତ କରିବ, ମମିତାଙ୍କ ଘର, ଥାନା ଓ କଲେଜ ଯିବ ପ୍ରତିନିଧି ଦଳ- ସମୀର ମହାନ୍ତି

Read more

ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଝିଅମାନଙ୍କ ମାର୍କ ବଢାଇବା ପାଇଁ ଦେହ ବ୍ୟବସାୟ କରାଯାଉଥିଲା; ମମିତାଙ୍କ ବାପାଙ୍କ ସୂଚନା ଆଧାରରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଭିଯୋଗ, କହିଲେ-ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗ ସ୍କୁଲକୁ ବାରମ୍ବାର ଆସି ରାତି ବିତାଉଥିଲେ, ଘଟଣାର CBI ତଦନ୍ତ କରାଯାଉ,ମନ୍ତ୍ରୀ ଇସ୍ତଫା ଦିଅନ୍ତୁ

Read more

ଭୁବନେଶ୍ବର ଏମସରେ ଜଣେ ରୋଗୀଙ୍କର ହେପାଟିକ୍ ଭେନ୍ ଆଞ୍ଜିଓପ୍ଲାଷ୍ଟି ଏବଂ ଷ୍ଟେଣ୍ଟିଂ କରାଯାଇଛି। ଓଡ଼ିଶାରେ ଏଭଳି କରାଯିବା ପ୍ରଥମ ଘଟଣା। ଏମସର ରେଡ଼ିଓ ଡାଇଗ୍ନୋସିସ୍ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବିଶ୍ବଜିତ ସାହୁଙ୍କ ନେତୃତ୍ବରେ ଏକ ଡାକ୍ତରୀଦଳ ଦ୍ବାରା ଏହି ଜଟିଳ ପ୍ରକ୍ରି୍ୟା ସଂପନ୍ନ ହୋଇଛି।

ଭୁବନେଶ୍ବର ଏମସରେ ଜଣେ ରୋଗୀଙ୍କର ହେପାଟିକ୍ ଭେନ୍ ଆଞ୍ଜିଓପ୍ଲାଷ୍ଟି ଏବଂ ଷ୍ଟେଣ୍ଟିଂ କରାଯାଇଛି। ଓଡ଼ିଶାରେ ଏଭଳି କରାଯିବା ପ୍ରଥମ ଘଟଣା। ଏମସର ରେଡ଼ିଓ ଡାଇଗ୍ନୋସିସ୍ ବିଭାଗର ଆସିଷ୍ଟାଣ୍ଟ

Read more

ମମିତା ମେହେର ନିଖୋଜ ମାମଲାରେ ଫେରାର ଗୋବିନ୍ଦ ସାହୁକୁ ମୋଷ୍ଟ ୱାଣ୍ଟେଡ ଘୋଷଣା କଲା ବଲାଙ୍ଗିର ପୋଲିସ

କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟାପିକା ମମିତା ମେହେର ନିଖୋଜ ମାମଲାରେ ଫେରାର ଗୋବିନ୍ଦ ସାହୁକୁ ମୋଷ୍ଟ ୱାଣ୍ଟେଡ ଘୋଷଣା କଲା ବଲାଙ୍ଗିର ପୋଲିସ | ମୋଷ୍ଟ ୱାଣ୍ଟେଡ

Read more

ମୋହନା: ଘାଟିରେ ଭ୍ୟାନ୍ ଓଲଟି ଜଣେ ମୃତ, ୮ ଗୁରୁତର, ଜି.ଉଦୟଗିରି ଗୁଆର ଗାଁ ନିକଟ ଘାଟିରେ ଓଲଟିଲା ଭ୍ୟାନ୍, ଗୁରୁତର ୮ ଜଣଙ୍କ ମଧ୍ୟରୁ ୨ ଶିଶୁ ସୂଚନା, ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି, ୨୦ ଯାତ୍ରୀଙ୍କୁ ନେଇ ରେବିଡ଼ିରୁ ନୂଆଗଡ଼ ଯାଉଥିଲା ଭ୍ୟାନ୍

Read more

ବଦଳିବ ଜେଲ ସୁରକ୍ଷା ଢାଞ୍ଚା । କଟକ ଚୌଦ୍ୱାର ଓ ଭୁବନେଶ୍ୱର ଝାରପଡା ଜେଲରେ ଉଡ଼ିବ ଡ୍ରୋନ କ୍ୟାମେରା । କଏଦୀଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ । ତିହାର ଜେଲ ଢାଞ୍ଚାରେ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି । ଏନେଇ ଜେଲ ବିଭାଗ ପକ୍ଷରୁ ସୂଚନା

କଟକ ଚୌଦ୍ୱାର ଓ ଭୁବନେଶ୍ୱର ଝାରପଡା ଜେଲରେ ଉଡ଼ିବ ଡ୍ରୋନ କ୍ୟାମେରା । କଏଦୀଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ । ତିହାର ଜେଲ ଢାଞ୍ଚାରେ

Read more

ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣା; ମହାଲିଙ୍ଗସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର ; ମୃତଦେହଟି ନିଖୋଜ ମମିତାଙ୍କର କି ନୁହେଁ ଜଣାପଡ଼ିନାହିଁ; ଚିହ୍ନଟ ପାଇଁ ପରିବାର ଲୋକଙ୍କୁ ଡକାଗଲା; ମୃତଦେହର ଡିଏନ୍ଏ ଟେଷ୍ଟ କରାଯିବ- ବଲାଙ୍ଗିର ପୁଲିସ୍

ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣା; ମହାଲିଙ୍ଗସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର ; ମୃତଦେହଟି ନିଖୋଜ ମମିତାଙ୍କର କି ନୁହେଁ ଜଣାପଡ଼ିନାହିଁ;

Read more

ଅକ୍ଟୋବର ୩୧ ପର୍ଯ୍ୟନ୍ତ DL ଓ RC ରିନ୍ୟୁ ବାଧ୍ୟତାମୂଳକ; ନଭେମ୍ବର ୧ ତାରିଖରୁ ଧରାପଡିଲେ ଦେଇପାରନ୍ତି ଜୋରିମାନା

ନୂଆ ଦିଲ୍ଲୀ: ନିକଟରେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ, ଆରସି ଓ ଯାନବାହାନର ଅନୁମତି ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲା। କରୋନା ଅବଧି ସମୟରେ

Read more

ଓଡ଼ିଶା ହାଇକୋର୍ଟର ୩ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ, ଶପଥ ନେଲେ ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ରାଧାକ୍ରୀଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର, ୩ ବିଚାରପତିଙ୍କୁ ଶପଥ ପାଠ କରାଉଲେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର, ଏବେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୭କୁ ବୃଦ୍ଧି

Read more