ଆସନ୍ତାକାଲି ରାଜ୍ୟର ସବୁ ପଞ୍ଚାୟତରେ ହେବ ନାଏବ ସରପଞ୍ଚ ନିର୍ବାଚନ । ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ପ୍ରାର୍ଥୀମାନେ କରିପାରିବେ ନାମାଙ୍କନ । ଦିନ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ | ଦିନ ୧୨ଟାରୁ ୧ଟା ଯାଏ ଭୋଟ ଗ୍ରହଣ, ଦିନ ୧ଟା ପରେ ଗଣତି ପରେ ଫଳାଫଳ ।

ଆସନ୍ତାକାଲି ରାଜ୍ୟର ସବୁ ପଞ୍ଚାୟତରେ ହେବ ନାଏବ ସରପଞ୍ଚ ନିର୍ବାଚନ । ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ପ୍ରାର୍ଥୀମାନେ କରିପାରିବେ ନାମାଙ୍କନ । ଦିନ ୧୧ଟାରୁ ୧୧ଟା

Read more

ପିପିଲି : ନିଖୋଜ ହେବାର ୩ ଦିନ ପରେ ନାବାଳକର ମୃତଦେହ ଠାବ | ଟିଉସନକୁ ଯାଇ ଘରକୁ ଫେରିନଥିବା ଗୋବିନ୍ଦପୁର ଅଞ୍ଚଳର ନାବାଳକର ମୃତଦେହ ଉଦ୍ଧାର ହୋଇଛି । ନାବାଳକକୁ ହତ୍ୟା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳବାସୀ ପିପିଲି ଟୋଲଗେଟ୍ ନିକଟରେ ରାସ୍ତାରୋକ କରିଛନ୍ତି |

ପିପିଲି : ନିଖୋଜ ହେବାର ୩ ଦିନ ପରେ ନାବାଳକର ମୃତଦେହ ଠାବ | ଟିଉସନକୁ ଯାଇ ଘରକୁ ଫେରିନଥିବା ଗୋବିନ୍ଦପୁର ଅଞ୍ଚଳର ନାବାଳକର ମୃତଦେହ ଉଦ୍ଧାର

Read more

ମଣିପୁରରେ ବିଜେପିର ପ୍ରଥମ ବିଜୟ । ଇମ୍ପାଲ ଇଷ୍ଟ ଜିଲ୍ଲାର ହେଇଙ୍ଗଗାଙ୍ଗ ଆସନରେ ବୀରେନ୍ ସିଂ ବିଜୟୀ ।

ମଣିପୁରରେ ବିଜେପିର ପ୍ରଥମ ବିଜୟ । ଇମ୍ପାଲ ଇଷ୍ଟ ଜିଲ୍ଲାର ହେଇଙ୍ଗଗାଙ୍ଗ ଆସନରେ ବୀରେନ୍ ସିଂ ବିଜୟୀ ।

Read more

ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ଗଣତି ଜାରି ଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଛୁଆ | ଦୁଇଟି ଯାକ ଆସନରେ ପଛୁଆ ଅଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି | ଚମକୌର ସାହିବ ଆସନ ଏବଂ ଭଦୌର ଆସନରେ ମୁଖ୍ୟମନ୍ତ୍ରୀ ଚନ୍ନି ପଛୁଆ | ଅମୃତସର ପୂର୍ବ ଆସନରେ ନବୋଜିତ ସିଂହ ସିଦ୍ଧୁ ପଛୁଆ |

ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ଗଣତି ଜାରି ଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଛୁଆ | ଦୁଇଟି ଯାକ ଆସନରେ ପଛୁଆ ଅଛନ୍ତି ମୁଖ୍ୟମନ୍ତ୍ରୀ

Read more

କୋଭୋଭାକ୍ସର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା DCGI | ୧୨ ବର୍ଷରୁ ଉର୍ଦ୍ଧ୍ବ ପିଲା, ବୟସ୍କଙ୍କୁ ଦିଆଯାଇପାରିବ ଟିକା | ସୂଚନା ଦେଲେ ସେରମ୍ ଇନଷ୍ଟିଚ୍ୟୁଟର CEO ଆଦାର ପୁନାୱାଲା |

କୋଭୋଭାକ୍ସର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା DCGI | ୧୨ ବର୍ଷରୁ ଉର୍ଦ୍ଧ୍ବ ପିଲା, ବୟସ୍କଙ୍କୁ ଦିଆଯାଇପାରିବ ଟିକା | ସୂଚନା ଦେଲେ ସେରମ୍ ଇନଷ୍ଟିଚ୍ୟୁଟର

Read more

ୟୁକ୍ରେନ ଯୁଦ୍ଧାଞ୍ଚଳରୁ ଶେଷବ୍ୟାଚ୍ ଭାରତୀୟଙ୍କୁ ଉଦ୍ଧାର | ୟୁକ୍ରେନର ସୁରକ୍ଷିତ ଜାଗାକୁ ନିଆଗଲା , ଖୁବଶୀଘ୍ର ପଡୋଶୀ ଦେଶକୁ ଯାଇ ଭାରତ ଫେରିବେ | ପାକିସ୍ତାନ, ବାଂଲାଦେଶ, ନେପାଳ ନାଗରିକଙ୍କୁ ବି ଉଦ୍ଧାର କରାଯାଇଥିବା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସୂଚନା |

ୟୁକ୍ରେନ ଯୁଦ୍ଧାଞ୍ଚଳରୁ ଶେଷବ୍ୟାଚ୍ ଭାରତୀୟଙ୍କୁ ଉଦ୍ଧାର | ୟୁକ୍ରେନର ସୁରକ୍ଷିତ ଜାଗାକୁ ନିଆଗଲା , ଖୁବଶୀଘ୍ର ପଡୋଶୀ ଦେଶକୁ ଯାଇ ଭାରତ ଫେରିବେ | ପାକିସ୍ତାନ, ବାଂଲାଦେଶ,

Read more

ICC ଟପ୍ ଅଲରାଉଣ୍ଡର ତାଲିକାର ଶୀର୍ଷରେ ରବୀନ୍ଦ୍ର ଜାଡେଜା | ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ ଜାଡେଜା | ମ୍ୟାଚରେ ୧୭୫ ରନ୍ ସହ ହାତେଇଥିଲେ ୯ଟି ୱିକେଟ । ୱେଷ୍ଟଇଣ୍ଡିଜର ଜାସନ ହୋଲଡର ଦ୍ବିତୀୟ, ଭାରତର ଆର୍. ଅଶ୍ବିନୀ ତାଲିକାର ତୃତୀୟ ସ୍ଥାନରେ |

ICC ଟପ୍ ଅଲରାଉଣ୍ଡର ତାଲିକାର ଶୀର୍ଷରେ ରବୀନ୍ଦ୍ର ଜାଡେଜା | ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ ଜାଡେଜା | ମ୍ୟାଚରେ ୧୭୫ ରନ୍

Read more

ନରାଜ ଆଇବି ନିକଟରୁ ବୁଡ଼ି ଯାଉଥିବା ଜଣେ ଯୁବକ ଉଦ୍ଧାର, NDRF କ୍ୟାମ୍ପ ସଦସ୍ୟଙ୍କ ଦ୍ୱାରା ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର, ଗୁରୁତର ଯୁବକ SCBରେ ଭର୍ତ୍ତି; ଘର ଭୁବନେଶ୍ୱରରେ ସୂଚନା

ନରାଜ ଆଇବି ନିକଟରୁ ବୁଡ଼ି ଯାଉଥିବା ଜଣେ ଯୁବକ ଉଦ୍ଧାର, NDRF କ୍ୟାମ୍ପ ସଦସ୍ୟଙ୍କ ଦ୍ୱାରା ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର, ଗୁରୁତର ଯୁବକ SCBରେ ଭର୍ତ୍ତି;

Read more