ଆଫ୍ରିକୀୟ ଦେଶ ନାଇଜର ସେନାର କ୍ଷମତା ଦଖଲ, ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରି କ୍ଷମତା ଅକ୍ତିଆର କଲା ସେନା, ରାଷ୍ଟ୍ରପତି ମହମ୍ମଦ ବାଜମଙ୍କୁ ଗାଦିଚ୍ୟୁତ ସହ ବନ୍ଦୀ କଲା ସେନା, ଦେଶର ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ତୁରନ୍ତ ସସ୍ପେଣ୍ଡ ଘୋଷଣା, ଆର୍ଥିକ ସହାୟତା ବନ୍ଦ ପାଇଁ ଆମେରିକାର ଚେତାବନୀ
ନାଇଜେରିଆ: ଆଫ୍ରିକୀୟ ଦେଶ ନାଇଜର ସେନାର କ୍ଷମତା ଦଖଲ, ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରି କ୍ଷମତା ଅକ୍ତିଆର କଲା ସେନା, ରାଷ୍ଟ୍ରପତି ମହମ୍ମଦ ବାଜମଙ୍କୁ ଗାଦିଚ୍ୟୁତ ସହ ବନ୍ଦୀ
Read more