ପୋଲିସ କବ୍‌ଜାରେ ଠକ ଡାକ୍ତର ରମେଶ ସ୍ବାଇଁର ଡ୍ରାଇଭର | ରମେଶର ଡ୍ରାଇଭର ପପୁ ଓରଫ ଚିତ୍ତରଞ୍ଜନ ପଟ୍ଟନାୟକକୁ ରଣପୁରରୁ ଗିରଫ କଲା ମହିଳା ଥାନା ପୋଲିସ | ରମେଶ ଗିରଫ ହେବା ପରେ ଫେରାର ଥିଲା, ଠକେଇ ଘଟଣାର ଅନ୍ୟତମ ଅଭିଯୁକ୍ତ ପପୁ |

ପୋଲିସ କବ୍‌ଜାରେ ଠକ ଡାକ୍ତର ରମେଶ ସ୍ବାଇଁର ଡ୍ରାଇଭର | ରମେଶର ଡ୍ରାଇଭର ପପୁ ଓରଫ ଚିତ୍ତରଞ୍ଜନ ପଟ୍ଟନାୟକକୁ ରଣପୁରରୁ ଗିରଫ କଲା ମହିଳା ଥାନା ପୋଲିସ

Read more

ୟୁକ୍ରେନରେ ମାନବୀୟ ସ୍ଥିତି ନେଇ ଜରୁରୀ ବୈଠକ ଡାକିଲା ଜାତିସଂଘ ସୁରକ୍ଷା ପରିଷଦ | ଅପରାହ୍‌ଣ ୩ଟାରେ ବସିବ UNSCର ଜରୁରୀ ବୈଠକ | ଆମେରିକା ସମେତ ୬ଟି ଦେଶ, ବ୍ରିଟେନ, ଫ୍ରାନ୍ସ, ଆଲବାନିଆ, ଆୟରଲ୍ୟାଣ୍ଡ ଏବଂ ନରୱେ ସାମିଲ ହେବେ |

ୟୁକ୍ରେନରେ ମାନବୀୟ ସ୍ଥିତି ନେଇ ଜରୁରୀ ବୈଠକ ଡାକିଲା ଜାତିସଂଘ ସୁରକ୍ଷା ପରିଷଦ | ଅପରାହ୍‌ଣ ୩ଟାରେ ବସିବ UNSCର ଜରୁରୀ ବୈଠକ | ଆମେରିକା ସମେତ

Read more

ଜାପାନରେ ବଡ଼ ଧରଣର ଭୂମିକମ୍ପ | ଗତକାଲି ରାତିରେ ଟୋକିଓରୁ ୨୯୭ କିମି ଦୂରରେ ୭.୧ ତୀବ୍ରତାର ଭୂମିକମ୍ପ | ଦୋହଲିଲା ମେଟ୍ରୋ ଟ୍ରେନ୍, ଉତ୍ତର ଜାପାନରେ ୪ ମୃତ, ୯୦ରୁ ଅଧିକ ଆହତ | ଭୂମିକମ୍ପ ଯୋଗୁଁ ୨୦ ଲକ୍ଷ ଘରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ଫୁକୁଶିମା ଓ ମିୟେଗି ପାଇଁ ସୁନାମୀ ସତର୍କତା ଜାରି |

ଜାପାନରେ ବଡ଼ ଧରଣର ଭୂମିକମ୍ପ | ଗତକାଲି ରାତିରେ ଟୋକିଓରୁ ୨୯୭ କିମି ଦୂରରେ ୭.୧ ତୀବ୍ରତାର ଭୂମିକମ୍ପ | ଦୋହଲିଲା ମେଟ୍ରୋ ଟ୍ରେନ୍, ଉତ୍ତର ଜାପାନରେ

Read more

ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ହେବ

କଟକ : ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ହେବ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ। ତେବେ

Read more

ଗଛରେ ପିଟିହେଲା ସରକାରୀ ବସ୍‌ ; ହେଲ୍‌ପର ମୃତ, ୧୦ରୁ ଅଧିକ ଗୁରୁତର

କୋରାପୁଟ : ବ୍ରେକ୍‌ଫେଲ୍‌ ହୋଇ ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ସରକାରୀ ବସ୍‌। ଦୁର୍ଘଟଣାରେ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକଙ୍କ ସମେତ ୧୦ରୁ ଅଧିକ ଯାତ୍ରୀ

Read more

ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍

ଅମୃତସର : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଭଗୱନ୍ତ ମାନ୍‌ ଶପଥ ନେଇଛନ୍ତି। ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ

Read more

ଦୁର୍ନୀତି ଓ ଅପାରଗତା ପାଇଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ୩ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନସ୍ପେକ୍ଟର, ନିର୍ବାହୀ ଯନ୍ତ୍ରୀ ସରୋଜ ଦାସ, ଦୟାନିଧି ସାମଲଙ୍କୁ ଅବସର, ନିର୍ବାହୀ ଯନ୍ତ୍ରୀ କରୁଣାକର ଘଡ଼ାଇଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର |

ଦୁର୍ନୀତି ଓ ଅପାରଗତା ପାଇଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ୩ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନସ୍ପେକ୍ଟର, ନିର୍ବାହୀ ଯନ୍ତ୍ରୀ

Read more

ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟହୀନ ଛାତ୍ରୀ ନିଖୋଜ ଘଟଣା ; ମଥୁରା ରେଳ ଷ୍ଟେସନରୁ ଉଦ୍ଧାର କଲା ସହିଦନଗର ପୋଲିସ

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟର ଦୁଇ ନିଖୋଜ ଦୃଷ୍ଟିହୀନ ଛାତ୍ରୀଙ୍କ ମିଳିଲା ପତ୍ତା। ଏହି ଦୁଇ ଛାତ୍ରୀଙ୍କୁ ଉତ୍ତରପ୍ରଦେଶର ମଥୁରାରୁ ଉଦ୍ଧାର କରାଯାଇଛି। ରଲେୱେ ପୁଲିସ ଏମାନଙ୍କୁ

Read more

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା | ପୁରୀ ବାରବାଟୀ ନିକଟରେ ଗୁଳି କରି ହତ୍ୟା ; କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କଲେ ପୁରୀ ମେଡିକାଲ୍ ଡାକ୍ତର | ପୂର୍ବ ଶତ୍ରୁତାରୁ ଫାୟାରିଂ କରି ହତ୍ୟା କରାଯାଇଥିବା ସନ୍ଦେହ |

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା|ପୁରୀ ବାରବାଟୀ ନିକଟରେ ଗୁଳି କରି ହତ୍ୟା ; କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କଲେ

Read more

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ | AICC ସଭାପତିଙ୍କ ପାଖକୁ ହାତଲେଖା ଇସ୍ତଫାପତ୍ର ପଠାଇଲେ ସିଦ୍ଧୁ | ଗତକାଲି ୫ଟି ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ କହିଥିଲେ ସୋନିଆ ଗାନ୍ଧି। ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡର PCC ସଭାପତିଙ୍କୁ କହିଥିଲେ |

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ | AICC ସଭାପତିଙ୍କ ପାଖକୁ ହାତଲେଖା ଇସ୍ତଫାପତ୍ର ପଠାଇଲେ ସିଦ୍ଧୁ | ଗତକାଲି ୫ଟି

Read more