ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ବୁଥ୍‌ରେ ରାଜନୈତିକ ହିଂସା ଘଟଣାରେ ଆଜି ଗିରଫ ହେଲେ ଆଉ ୬ଜଣ, ଗିରଫଙ୍କ ସଂଖ୍ୟା ୧୪କୁ ବୃଦ୍ଧି । ପୂର୍ବରୁ ୮ଜଣଙ୍କୁ ଗିରଫ କରିଥିଲା କୃଷ୍ଣପ୍ରସାଦ ପୋଲିସ। ସମସ୍ତ ଗିରଫ ଅଭିଯୁକ୍ତ ଅଲଣ୍ଡା ଗାଁର। ଘଟଣାରେ ମୋଟ ୬୦ଜଣଙ୍କ ନାଁରେ ରହିଛି ଅଭିଯୋଗ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ବୁଥ୍‌ରେ ରାଜନୈତିକ ହିଂସା ଘଟଣାରେ ଆଜି ଗିରଫ ହେଲେ ଆଉ ୬ଜଣ, ଗିରଫଙ୍କ ସଂଖ୍ୟା ୧୪କୁ ବୃଦ୍ଧି ।ପୂର୍ବରୁ ୮ଜଣଙ୍କୁ

Read more

ଆଜି ସକାଳ ୮ଟାରେ ଜୟପୁର, ରାଜସ୍ଥାନରୁ ୯୨କିମି ଦୂର ଉତ୍ତର ପଶ୍ଚିମରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ।

ଆଜି ସକାଳ ୮ଟାରେ ଜୟପୁର, ରାଜସ୍ଥାନରୁ ୯୨କିମି ଦୂର ଉତ୍ତର ପଶ୍ଚିମରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ।

Read more

ସୁନାବେଡ଼ା NACର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି।
୫ DSP, ୮ ଇନ୍‌ସପେକ୍ଟର ଚଢ଼ାଉ ସାମିଲ। ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟର ୬ଟି ସ୍ଥାନରେ ଚଢ଼ାଉ ଜାରି

ସୁନାବେଡ଼ା NACର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି।୫ DSP,

Read more

ଜଗତସିଂହପୁର ବ୍ଲକର ପଟସରା ପଞ୍ଚାୟତ ଢୋଲବନ୍ଦର ୨ ନମ୍ବର ବୁଥରେ ଭଙ୍ଗାରୁଜା, ଭୋଟ୍ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ, ମତଦାନ ବନ୍ଦ ।

ଜଗତସିଂହପୁର ବ୍ଲକର ପଟସରା ପଞ୍ଚାୟତ ଢୋଲବନ୍ଦର ୨ ନମ୍ବର ବୁଥରେ ଭଙ୍ଗାରୁଜା, ଭୋଟ୍ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ, ମତଦାନ ବନ୍ଦ ।

Read more

ମଦ ବୋଝେଇ ଟ୍ରାକ୍ଟର ଜବତ। ଅସ୍ତରଙ୍ଗ ତାଳଦା ନିକଟରେ ମଦ ବୋଝେଇ ଟ୍ରାକ୍ଟରକୁ ଅଟକାଇଲେ ଗ୍ରାମବାସୀ। ଅସ୍ତରଙ୍ଗ ପୋଲିସର ଜିମା ଦେଲେ ଗାଁ ଲୋକେ। ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖି ପୋଲିସର ପଚରାଉଚରା। ନିର୍ବାଚନ ବେଳେ ମଦ ବାଣ୍ଟିବାକୁ ନିଆଯାଉଥିବା ଅଭିଯୋଗ

ମଦ ବୋଝେଇ ଟ୍ରାକ୍ଟର ଜବତ। ଅସ୍ତରଙ୍ଗ ତାଳଦା ନିକଟରେ ମଦ ବୋଝେଇ ଟ୍ରାକ୍ଟରକୁ ଅଟକାଇଲେ ଗ୍ରାମବାସୀ। ଅସ୍ତରଙ୍ଗ ପୋଲିସର ଜିମା ଦେଲେ ଗାଁ ଲୋକେ। ଟ୍ରାକ୍ଟର ଡ୍ରାଇଭରକୁ

Read more

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ । ପରିବର୍ତ୍ତନ ହେଲା ରାଷ୍ଟ୍ରପତିଙ୍କ ରହଣୀସ୍ଥଳ । ଘରୋଇ ହୋଟେଲ୍ ପରିବର୍ତ୍ତେ ରାଜଭବନରେ ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ରାଜଭବନରେ ରାତ୍ରୀ ଅତିବାହିତ କରିବେ । ଏନେଇ ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା ।

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ । ପରିବର୍ତ୍ତନ ହେଲା ରାଷ୍ଟ୍ରପତିଙ୍କ ରହଣୀସ୍ଥଳ । ଘରୋଇ ହୋଟେଲ୍ ପରିବର୍ତ୍ତେ ରାଜଭବନରେ ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Read more

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ୍ କମ୍ୟୁନିକେସନ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ |

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଲିସ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

Read more

ଅନଲାଇନରେ ପରୀକ୍ଷା କରିବା ଦାବିରେ ବିଜେବି କଲେଜରେ ଛାତ୍ରଛାତ୍ରୀଙ୍କ ଧାରଣା । ଯୁକ୍ତ୩ ଆର୍ଟସ ବ୍ଲକ୍ ଆଗରେ ନାରାବାଜି, ବିକ୍ଷୋଭ ପ୍ରଦର୍ଶନ । ଯୁକ୍ତ୩ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଅନଲାଇନରେ ପରୀକ୍ଷା କରିବା ଦାବିରେ ବିଜେବି କଲେଜରେ ଛାତ୍ରଛାତ୍ରୀଙ୍କ ଧାରଣା । ଯୁକ୍ତ୩ ଆର୍ଟସ ବ୍ଲକ୍ ଆଗରେ ନାରାବାଜି, ବିକ୍ଷୋଭ ପ୍ରଦର୍ଶନ । ଯୁକ୍ତ୩ ଦ୍ଵିତୀୟ ବର୍ଷ

Read more

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବିଦ୍ୟୁତ୍‌ ବିଭାଗର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ସମ୍ବଲପୁର : ସମ୍ବଲପୁର ବିଦ୍ୟୁତ୍‌ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ମୁଖ୍ୟ ନିରୀକ୍ଷକ ସୁନିଲ କୁମାର ପଣ୍ଡାଙ୍କ ଘରେ ଆଜି ସକାଳୁ ସକାଳୁ ହେଉଛି ଭିଜିଲାନ୍ସ ଚଢ଼ଉ

Read more

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଓ ତାଙ୍କ ପତ୍ନୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର : ବନ୍ଧା ହେଲେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ତାଙ୍କୁ ଭୁବନେଶ୍ୱରର

Read more