ଭୁବନେଶ୍ବର ଏୟାରପୋର୍ଟରେ ବୀର ରାଣାପ୍ରତାପ ଦାସଙ୍କ ମରଶରୀର, ରାଣାପ୍ରତାପଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେନାର ଅଧିକାରୀ ସମେତ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଲେ । ମରଶରୀର ସହ ଯବାନଙ୍କ ଗାଁକୁ ଯିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ

ଭୁବନେଶ୍ବର ଏୟାରପୋର୍ଟରେ ବୀର ରାଣାପ୍ରତାପ ଦାସଙ୍କ ମରଶରୀର, ରାଣାପ୍ରତାପଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେନାର ଅଧିକାରୀ ସମେତ ଅନ୍ୟ ବହୁ

Read more

ରାଜସ୍ଥାନର ପୋଖରାନରେ ପିନାକ-ER ଲଞ୍ଚର୍‌ର ସଫଳ ପରୀକ୍ଷଣ | ପିନାକ-ER ହେଉଛି ପୂର୍ବ ପ୍ରଚଳିତ ପିନାକର ଅତ୍ୟାଧୁନିକ ସଂସ୍କରଣ, DRDO ଦ୍ବାରା ପ୍ରସ୍ତୁତ ପିନାକ-ERରେ ପିନାକର କ୍ଷମତା ବୃଦ୍ଧି କରାଯାଇଛି | ଭାରତୀୟ ସ୍ଥଳସେନାରେ ଗତ ୧୦ ବର୍ଷ ହେଲା ସାମିଲ ହୋଇଛି ଅତ୍ୟାଧୁନିକ ମଲ୍‌ଟି ବ୍ୟାରେଲ ରକେଟ ଲଞ୍ଚର ପିନାକ-ER |

ରାଜସ୍ଥାନର ପୋଖରାନରେ ପିନାକ-ER ଲଞ୍ଚର୍‌ର ସଫଳ ପରୀକ୍ଷଣ | ପିନାକ-ER ହେଉଛି ପୂର୍ବ ପ୍ରଚଳିତ ପିନାକର ଅତ୍ୟାଧୁନିକ ସଂସ୍କରଣ, DRDO ଦ୍ବାରା ପ୍ରସ୍ତୁତ ପିନାକ-ERରେ ପିନାକର କ୍ଷମତା

Read more

ଦିଲ୍ଲୀରେ ଦ୍ବିତୀୟ ଓମିକ୍ରନ ଭୂତାଣୁ ସଂକ୍ରମିତ ଚିହ୍ନଟ, ଜିମ୍ବାୱେରୁ ଫେରିଥିବା ଏହି ଯାତ୍ରୀ ଦକ୍ଷିଣ ଆଫ୍ରିକା ମଧ୍ୟ ଗସ୍ତ କରିଥିଲେ |ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୩କୁ ବୃଦ୍ଧି, ମହାରାଷ୍ଟ୍ରରେ ୧୭, ରାଜସ୍ଥାନରେ ୯, ଗୁଜରାଟରେ ୩ ଚିହ୍ନଟ ହେଲେଣି |

ଦିଲ୍ଲୀରେ ଦ୍ବିତୀୟ ଓମିକ୍ରନ ଭୂତାଣୁ ସଂକ୍ରମିତ ଚିହ୍ନଟ, ଜିମ୍ବାୱେରୁ ଫେରିଥିବା ଏହି ଯାତ୍ରୀ ଦକ୍ଷିଣ ଆଫ୍ରିକା ମଧ୍ୟ ଗସ୍ତ କରିଥିଲେ |ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୩କୁ

Read more

ରାଜ୍ୟରେ ଦିନକରେ ଆଉ ୧୭୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୦୨ ଓ ସ୍ଥାନୀୟ ଅଞ୍ଚଳରୁ ୭୧ ରୋଗୀ ଚିହ୍ନଟ | ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୪୦ ହଜାର ୯୨୭ ଜଣ ରୋଗୀ, ୨୦୦୧ ଜଣ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ ଖୋର୍ଦ୍ଧାରେ ସର୍ବାଧିକ ୮୬ ଓ ମୟୂରଭଞ୍ଜରେ ୧୯ ଜଣ ପଜିଟିଭ୍‌ ଚିହ୍ନଟ |

ରାଜ୍ୟରେ ଦିନକରେ ଆଉ ୧୭୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୦୨ ଓ ସ୍ଥାନୀୟ ଅଞ୍ଚଳରୁ ୭୧ ରୋଗୀ ଚିହ୍ନଟ | ଏଯାଏ ସୁସ୍ଥ ହେଲେଣି ୧୦

Read more

ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟଣା, ଚିହ୍ନଟ ୪ ବାୟୁସେନା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଶାର ରାଣାପ୍ରତାପ ଦାସ | ଆଜି ଅପରାହ୍‌ଣ ୧ଟାରେ ଭୁବନେଶ୍ବରରେ ପହଞ୍ଚିବ ରାଣାପ୍ରତାପଙ୍କ ମରଶରୀର, ଆଜି ଦିଲ୍ଲୀରେ ଯବାନଙ୍କୁ ସେନା ପକ୍ଷରୁ ଦିଆଯିବ ଶେଷ ସମ୍ମାନ ।

ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟଣା, ଚିହ୍ନଟ ୪ ବାୟୁସେନା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଶାର ରାଣାପ୍ରତାପ ଦାସ | ଆଜି ଅପରାହ୍‌ଣ ୧ଟାରେ ଭୁବନେଶ୍ବରରେ

Read more

ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ବଡ଼ ନିଷ୍ପତ୍ତି | ଆଜି ଓ ଆସନ୍ତାକାଲି ସମଗ୍ର ମୁମ୍ବାଇରେ ୧୪୪ ଧାରା ଜାରି କଲା ପ୍ରଶାସନ, କୌଣସି ଯାନବାହନ ରାଲି ଓ ଶୋଭାଯାତ୍ରା ସଂପୂର୍ଣ୍ଣ ନିଷେଧ । ମହାରାଷ୍ଟ୍ରରେ ଏଯାଏ ଚିହ୍ନଟ ହେଲେଣି ୧୭ ଓମିକ୍ରନ ସଂକ୍ରମିତ ।

ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ବଡ଼ ନିଷ୍ପତ୍ତି | ଆଜି ଓ ଆସନ୍ତାକାଲି ସମଗ୍ର ମୁମ୍ବାଇରେ ୧୪୪ ଧାରା ଜାରି କଲା ପ୍ରଶାସନ, କୌଣସି

Read more