ଭାରତରେ ଲଗାତାର ବଢ଼ୁଛି ଓମିକ୍ରନ ସଂକ୍ରମଣ, ୧୬୧ ଜଣ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଓମିକ୍ରନ ଜନିତ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୬୧ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ

Read more

ବ୍ରହ୍ମପୁର SDJM କୋର୍ଟରେ ତପସ୍ଵିନୀ-ସୁମିତ ପାରିବାରିକ ବିବାଦ ମାମଲା, ତପସ୍ଵିନୀଙ୍କୁ ଏକ ଭଡ଼ା ଘରେ ରଖିବାକୁ ସ୍ବାମୀ ସୁମିତଙ୍କୁ କୋର୍ଟଙ୍କ ନିର୍ଦେଶ, ତପସ୍ଵିନୀଙ୍କ ସବୁ ପ୍ରକାର ରକ୍ଷଣାବେକ୍ଷଣର ଦାୟିତ୍ବ ନେବେ ସୁମିତ: କୋର୍ଟ

ବ୍ରହ୍ମପୁର SDJM କୋର୍ଟରେ ତପସ୍ଵିନୀ-ସୁମିତ ପାରିବାରିକ ବିବାଦ ମାମଲା, ତପସ୍ଵିନୀଙ୍କୁ ଏକ ଭଡ଼ା ଘରେ ରଖିବାକୁ ସ୍ବାମୀ ସୁମିତଙ୍କୁ କୋର୍ଟଙ୍କ ନିର୍ଦେଶ, ତପସ୍ଵିନୀଙ୍କ ସବୁ ପ୍ରକାର ରକ୍ଷଣାବେକ୍ଷଣର

Read more

BJDରେ ଯୋଗ ଦେଲେ ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମ ଚାନ୍ଦ ମହାନ୍ତି | ବିଜେଡି ଯୁବ ଜନତା ଦଳ ମୁଖ୍ୟାଳୟରେ BJD ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ଓ ଅର୍ଥ ମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ କରମଚାନ୍ଦଙ୍କ ଉପସ୍ଥିତି ସୋନପୁର BJDକୁ ଆହୁରି ସସକ୍ତ କରିବ |

BJDରେ ଯୋଗ ଦେଲେ ସୋନପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମ ଚାନ୍ଦ ମହାନ୍ତି | ବିଜେଡି ଯୁବ ଜନତା ଦଳ ମୁଖ୍ୟାଳୟରେ BJD

Read more

କ୍ରାଇମବ୍ରାଞ୍ଚ EOW କବଜାରେ ନକଲି RAW ଅଫିସର ରାଜେଶ ଗେହଲଟ | ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲା ରାଜେଶ, ଗିରଫ ପରେ ବେଲ୍‌ ପାଇଥିଲା ରାଜେଶ ଗେହେଲଟ | ୫ ଦିନ ମଧ୍ୟରେ ଭୁବନେଶ୍ବର SDJM କୋର୍ଟରେ ହାଜର ହେବାକୁ ନିର୍ଦେଶ |ହାଜର ହେବାକୁ ରାଜେଶ ଗେହଲଟକୁ ଦ୍ଵାରିକା କୋର୍ଟଙ୍କ ନିର୍ଦେଶ ପୂର୍ବରୁ ଏହି ଘଟଣାରେ ୨ ଜଣ ଗିରଫ ହୋଇଥିଲେ | ମାଷ୍ଟର ମାଇଣ୍ଡ ରାଜେଶ ଗେହେଲଟ ଫେରାର ଥିଲା, ପୂର୍ବରୁ ଗିରଫ ହୋଇଥିବା ୨ ଅଭିଯୁକ୍ତ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର, ଜାଲ କାଗଜପତ୍ର ଜରିଆରେ ୮୦ କୋଟି ଟଙ୍କାର ୱର୍କ ଅର୍ଡର ଦେବାକୁ କହି ଟଙ୍କା ନେଇଥିଲା |

କ୍ରାଇମବ୍ରାଞ୍ଚ EOW କବଜାରେ ନକଲି RAW ଅଫିସର ରାଜେଶ ଗେହଲଟ | ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲା ରାଜେଶ, ଗିରଫ

Read more

ସମ୍ବଲପୁର ଶରଧାପାଲିରେ ଥିବା ଗୁଟ୍‌ଖା କାରଖାନାରେ ଅଗ୍ନିକାଣ୍ଡ | ଅଗ୍ନିକାଣ୍ଡରେ ୩୦ କର୍ମଚାରୀ ଆହତ, ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ସମସ୍ତ ଆହତ ବୁର୍ଲା ମେଡିକାଲରେ ଭର୍ତ୍ତି ଉଦ୍ଧାରକାର୍ଯ୍ୟ ଜାରି |

ସମ୍ବଲପୁର ଶରଧାପାଲିରେ ଥିବା ଗୁଟ୍‌ଖା କାରଖାନାରେ ଅଗ୍ନିକାଣ୍ଡ | ଅଗ୍ନିକାଣ୍ଡରେ ୩୦ କର୍ମଚାରୀ ଆହତ, ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ସମସ୍ତ ଆହତ ବୁର୍ଲା ମେଡିକାଲରେ

Read more

ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ | ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ MGNGEGA ଦୁର୍ନୀତି ଅଭିଯୋଗ | ଦୁର୍ନୀତି କରୁଥିବା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଯୁବକଙ୍କ ଅଭିଯୋଗ । ପଞ୍ଚାୟତ ନିର୍ବାହୀ ଅଧିକାରୀ, GRS ଓ ଗାଇସିଲେଟ ବିଡ଼ିଓଙ୍କ ବଦଳି ଦାବି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ |କିରୋସିନ ଢାଳି ନିଆଁ ଲଗାଇ ପୋଡିବାକୁ ଉଦ୍ୟମ ବେଳେ ଯୁବକଙ୍କୁ କାବୁ କଲା ପୋଲିସ | ଗାଇସିଲେଟ ବ୍ଲକ ବଡ଼ ଶାହାଜବାହାଲ ଗାଁର ଯୁବକ ସାଧୁ ସାହୁ, କିରୋସିନ ଓ ଦିଆସିଲି ଜବତ କଲା ଟାଉନ ଥାନା ପୋଲିସ |

ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ | ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ MGNGEGA ଦୁର୍ନୀତି ଅଭିଯୋଗ | ଦୁର୍ନୀତି କରୁଥିବା ଅଭିଯୁକ୍ତଙ୍କୁ ସୁରକ୍ଷା

Read more

ଗଞ୍ଜାମ ବଡ଼ଗଡ଼ ମାଣିକପୁର ସୁବୁଦ୍ଧିପଲି ସ୍କୁଲ ନିକଟରେ ଟ୍ରକ ବାଇକ୍ ଧକ୍କା| ଜଣେ ଯୁବକ ମୃତ ଜଣେ ମହିଳା ଗୁରୁତର |

ଗଞ୍ଜାମ ବଡ଼ଗଡ଼ ମାଣିକପୁର ସୁବୁଦ୍ଧିପଲି ସ୍କୁଲ ନିକଟରେ ଟ୍ରକ ବାଇକ୍ ଧକ୍କା| ଜଣେ ଯୁବକ ମୃତ ଜଣେ ମହିଳା ଗୁରୁତର |

Read more

ମହାନଦୀର ଦୀର୍ଘତମ ଗୋପୀନାଥପୁର-ବୈଦେଶ୍ବର ସେତୁ ଉଦ୍‌ଘାଟିତ

କଟକ: ମହାନଦୀରେ ଦୀର୍ଘତମ ସେତୁ ଲୋକାର୍ପିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମହାନଦୀର ଦୀର୍ଘତମ ଗୋପୀନାଥପୁର-ବୈଦେଶ୍ବର ସେତୁ ଉଦ୍‌ଘାଟିତ । ୧୧୧ କୋଟିରେ ହୋଇଛି ନିର୍ମାଣ,

Read more

କୋରାପୁଟ ମାଛକୁଣ୍ଡରେ ୧୨ ଘଣ୍ଟିଆ ବନ୍ଦ ପାଳନ । ମୋବାଇଲ ଟାୱାର ସ୍ଥାପନ ଦାବିରେ ସ୍ଥାନୀୟ ଲୋକଙ୍କ ବନ୍ଦ ଡାକରା । ଦୋକାନ ବଜାର, ସରକାରୀ ଅନୁଷ୍ଠାନ, ଗାଡ଼ି ଚଳାଚଳ ବନ୍ଦ । ବାଦିଗଡ଼, ଅନକା ଡେଲି, ମାଛକୁଣ୍ଡରେ ଜିଓ ଟାୱାର ସ୍ଥାପନ ପାଇଁ ଦାବି |

କୋରାପୁଟ ମାଛକୁଣ୍ଡରେ ୧୨ ଘଣ୍ଟିଆ ବନ୍ଦ ପାଳନ । ମୋବାଇଲ ଟାୱାର ସ୍ଥାପନ ଦାବିରେ ସ୍ଥାନୀୟ ଲୋକଙ୍କ ବନ୍ଦ ଡାକରା । ଦୋକାନ ବଜାର, ସରକାରୀ ଅନୁଷ୍ଠାନ,

Read more

କେନ୍ଦୁଝର ଆନନ୍ଦପୁର RI ସୀମା ସିମନ୍ତିନୀ ସାହୁଙ୍କୁ ଅଫିସ ଭିତରେ ପଶି ଆକ୍ରମଣ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ RI ସୀମା ସିମନ୍ତିନୀ ସାହୁ ମେଡିକାଲରେ ଭର୍ତ୍ତି । ବାଙ୍ଖିଡ଼ି ଗାଁର ଗୋବିନ୍ଦ ଜେନାଙ୍କୁ ଅଟକ ରଖିଲା ପୋଲିସ |

କେନ୍ଦୁଝର ଆନନ୍ଦପୁର RI ସୀମା ସିମନ୍ତିନୀ ସାହୁଙ୍କୁ ଅଫିସ ଭିତରେ ପଶି ଆକ୍ରମଣ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ RI ସୀମା ସିମନ୍ତିନୀ ସାହୁ ମେଡିକାଲରେ

Read more