ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗରେ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କଲା ପୋଲିସ

ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗରେ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କଲା ପୋଲିସ

Read more

ବିଧାନସଭାରେ ୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ବ୍ୟୟମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିଅମ ଉପରକୁ ଚଢ଼ିବାକୁ ଉଦ୍ୟମ କଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତିଙ୍କ ଉପରକୁ ଫ୍ଲା କାର୍ଡ ଫିଙ୍ଗିଲେ ବିରୋଧୀ ସଦସ୍ୟ

ବିଧାନସଭାରେ ୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ବ୍ୟୟମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିଅମ

Read more

ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ବରେ ଆସିବ ଟିମ୍ । ଲଗାଣ ବର୍ଷା କ୍ଷୟକ୍ଷତିର ଆକଳନ କରିବ ୩ଟି କେନ୍ଦ୍ରୀୟ ଟିମ୍ । ୧୩ ତାରିଖ ଯାଏ ଓଡ଼ିଶାରେ ରହି କ୍ଷୟକ୍ଷତି ଆକଳନ କରିବ କେନ୍ଦ୍ରୀୟ ଟିମ୍ | ଗଞ୍ଜାମ, ପୁରୀ, ଜଗତସିଂହପୁର,ଯାଜପୁର, କଟକ ଏବଂ କେନ୍ଦ୍ରାପଡ଼ାରେ କ୍ଷୟକ୍ଷତିର ଆକଳନ କରିବ ୩ଟି କେନ୍ଦ୍ରୀୟ ଟିମ୍

ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ବରେ ଆସିବ ଟିମ୍ । ଲଗାଣ ବର୍ଷା କ୍ଷୟକ୍ଷତିର ଆକଳନ କରିବ ୩ଟି କେନ୍ଦ୍ରୀୟ ଟିମ୍ । ୧୩

Read more

ଡିସେମ୍ବର ୩୧ ଓ ଜାନୁଆରି ୧ ନୂଆବର୍ଷରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ। ଦିବ୍ୟାଙ୍ଗମାନଙ୍କ ପାଇଁ କରାଯିବ ସ୍ବତନ୍ତ୍ର ବ୍ୟବସ୍ଥା। ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ | ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାରଙ୍କ ସୂଚନା

ଡିସେମ୍ବର ୩୧ ଓ ଜାନୁଆରି ୧ ନୂଆବର୍ଷରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ। ଦିବ୍ୟାଙ୍ଗମାନଙ୍କ ପାଇଁ କରାଯିବ ସ୍ବତନ୍ତ୍ର ବ୍ୟବସ୍ଥା। ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ

Read more

ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରି ମାମଲାରେ ସୋନପୁରର ୨ ଜଣ ମହାଦେବ ଥପା ଓ ଶୁଶାନ୍ତ ବେହେରାକୁ ଗିରଫ କଲା ସୋନପୁର ପୋଲିସ। ଗତ ୩୦ ତାରିଖ ରାତିରେ ମନ୍ଦିର ଗେଟ୍‌ର ତାଲା ଭାଙ୍ଗି ଚୋରି ହୋଇଥିଲା ମାଆଙ୍କ ରୂପା ମୁକୁଟ ଓ ୨ଟି ଛତ୍ର। ଅଭିଯୁକ୍ତଙ୍କଠାରୁ ୧୨୦ ଗ୍ରାମର ରୂପା ବିସ୍କୁଟ ଜବତ

ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରି ମାମଲାରେ ସୋନପୁରର ୨ ଜଣ ମହାଦେବ ଥପା ଓ ଶୁଶାନ୍ତ ବେହେରାକୁ ଗିରଫ କଲା ସୋନପୁର ପୋଲିସ।

Read more

ପଞ୍ଚଭୂତରେ ଲୀନ ହେଲେ ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତ। ଦିଲ୍ଲୀର ବ୍ରାର୍‌ ସ୍କୋୟାରରେ ପିତା-ମାତାଙ୍କୁ ମୁଖାଗ୍ନି ଦେଲେ ଦୁଇ ଝିଅ କ୍ରିତିକା ଏବଂ ତାରିଣୀ। ଶେଷ ସମ୍ମାନ ଭାବେ ବିପିନ ରାୱତଙ୍କୁ ଦିଆଗଲା ୧୭ ତୋପ ସଲାମୀ । ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

ପଞ୍ଚଭୂତରେ ଲୀନ ହେଲେ ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତ। ଦିଲ୍ଲୀର ବ୍ରାର୍‌ ସ୍କୋୟାରରେ ପିତା-ମାତାଙ୍କୁ ମୁଖାଗ୍ନି ଦେଲେ ଦୁଇ ଝିଅ କ୍ରିତିକା ଏବଂ ତାରିଣୀ।

Read more

ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି। ୯ ଦିନରେ ମୋଟ ୨ ଘଣ୍ଟା ବି ଚାଲିପାରିଲାନି ଗୃହ। ଗୋଟିଏ ଦିନ ବି ଚାଲିପାରିନି ପ୍ରଶ୍ନକାଳ

ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି। ୯ ଦିନରେ ମୋଟ ୨ ଘଣ୍ଟା

Read more

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାରେ ହାଇକୋର୍ଟଙ୍କ ଜବାବ ତଲବ| ସଂସ୍କୃତି ସଚିବ,ସଂସ୍କୃତି ନିର୍ଦ୍ଦେଶକଙ୍କ ସମେତ ସବୁ ପ୍ରତିପକ୍ଷଙ୍କୁ ଜବାବ ତଲବ,ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି |

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାରେ ହାଇକୋର୍ଟଙ୍କ ଜବାବ ତଲବ| ସଂସ୍କୃତି ସଚିବ,ସଂସ୍କୃତି ନିର୍ଦ୍ଦେଶକଙ୍କ ସମେତ ସବୁ ପ୍ରତିପକ୍ଷଙ୍କୁ ଜବାବ ତଲବ,ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ

Read more

ମମିତା ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସର ହଲ୍ଲାବୋଲ, ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ, ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲିଗଲେ, ପୁଲିସ ସହ ଧସ୍ତାଧସ୍ତି, କିଛି କର୍ମୀ ଗିରଫ |

ମମିତା ହତ୍ୟା ମାମଲାକୁ ନେଇ ଛାତ୍ର କଂଗ୍ରେସର ହଲ୍ଲାବୋଲ, ବିଧାନସଭା ଭିତରକୁ ଧସେଇ ପଶିବାକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଉଦ୍ୟମ, ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ

Read more

ଲୋକପ୍ରିୟ ଓଲିଉଡ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ | ମିହିର ଦାସଙ୍କ ମଲ୍‌ଟି ଅର୍ଗାନ ଫେଲ୍‌ ହୋଇଛି, ହୃଦ୍‌ଘାତର ମଧ୍ୟ ଶିକାର ହୋଇଛନ୍ତି, ସୁଚନା ଦେଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର |

ଲୋକପ୍ରିୟ ଓଲିଉଡ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ | ମିହିର ଦାସଙ୍କ ମଲ୍‌ଟି ଅର୍ଗାନ ଫେଲ୍‌ ହୋଇଛି, ହୃଦ୍‌ଘାତର ମଧ୍ୟ ଶିକାର ହୋଇଛନ୍ତି, ସୁଚନା ଦେଲେ

Read more