ମୁମ୍ବାଇର ୱାଙ୍ଖଡ଼େରେ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ । ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୬୨ ରନ୍‌ରେ ଅଲ୍‌ଆଉଟ । ପ୍ରଥମ ଇନିଂସରେ ଭାରତ କରିଛି ୩୨୫ ରନ୍‌ । ନ୍ୟୁଜିଲାଣ୍ଡର ଏଜାଜ ପଟେଲ ପ୍ରଥମ ଇନିଂସରେ ୧୦ଟି ଯାକ ୱିକେଟ ନେଇଥିଲେ ।

ମୁମ୍ବାଇର ୱାଙ୍ଖଡ଼େରେ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ । ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୬୨ ରନ୍‌ରେ ଅଲ୍‌ଆଉଟ । ପ୍ରଥମ ଇନିଂସରେ ଭାରତ କରିଛି ୩୨୫ ରନ୍‌ ।

Read more

ବିଶିଷ୍ଟ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ । ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ ୬୭ ବର୍ଷୀୟ ବିନୋଦ । କାଲି ଲୋଧି ଶ୍ମଶାନଘାଟରେ ହେବ ଅନ୍ତିମ ସଂସ୍କାର ।ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଲେ ଝିଅ ମଲ୍ଲିକା ।

ବିଶିଷ୍ଟ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ । ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ ୬୭ ବର୍ଷୀୟ ବିନୋଦ । କାଲି ଲୋଧି ଶ୍ମଶାନଘାଟରେ ହେବ ଅନ୍ତିମ

Read more

ଭାରତ-ନ୍ୟୁଜିଲାଣ୍ଡ ମୁମ୍ବାଇ ଟେଷ୍ଟ : ୩୨୫ରେ ଭାରତ ଅଲ୍‌ଆଉଟ୍, ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ନେଲେ ସମସ୍ତ ୧୦ଟି ୱିକେଟ୍‌

୩୨୫ରେ ଭାରତ ଅଲ୍‌ଆଉଟ୍, ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ନେଲେ ସମସ୍ତ ୧୦ଟି ୱିକେଟ୍‌ | ଟେଷ୍ଟରେ ଗୋଟିଏ ଇନିଂସରେ ୧୦ଟି ୱିକେଟ ନେବାରେ ବିଶ୍ବର ତୃତୀୟ

Read more

ବାତ୍ୟା ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସ୍‌ମିଟ୍‌, ଘଣ୍ଟାକୁ ୬ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା ‘ଜୱାଦ’, ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତ ରୂପ ନେବ | ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିମି ରହିବ |

ବାତ୍ୟା ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସ୍‌ମିଟ୍‌, ଘଣ୍ଟାକୁ ୬ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’: SRC | ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ

Read more

ଶିକ୍ଷାବିତ ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ପରଲୋକ । ୯୩ ବର୍ଷ ବୟସରେ ତ୍ରିଲୋଚନଙ୍କ ପରଲୋକ । ବିଶିଷ୍ଟ ଶିକ୍ଷାବିତ ଭାବେ ତ୍ରିଲୋଚନଙ୍କ ଖ୍ୟାତି ରହିଛି ।

ଶିକ୍ଷାବିତ ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ପରଲୋକ । ୯୩ ବର୍ଷ ବୟସରେ ତ୍ରିଲୋଚନଙ୍କ ପରଲୋକ । ବିଶିଷ୍ଟ ଶିକ୍ଷାବିତ ଭାବେ ତ୍ରିଲୋଚନଙ୍କ ଖ୍ୟାତି ରହିଛି ।

Read more

ବିଧାନସଭା ଶୀତ ଅଧିବେଶନ ଚତୁର୍ଥ ଦିନରେ ବି ଗୃହରେ ବିରୋଧୀଙ୍କ ହଙ୍ଗାମା ଗୃହ ଅପରାହ୍ନ ୪ ଟା ଯାଏ ମୁଲତବି ଗୃହରେ ଘଣ୍ଟ ବାଡେଇ ଗଙ୍ଗା ପାଣି ଛିଞ୍ଚି ପ୍ରତିବାଦ କଲେ କଂଗ୍ରେସ ସଦସ୍ୟ । ହଟ୍ଟଗୋଳ ପାଇଁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ରଖିଲେ ବାଚସ୍ପତି |

ବିଧାନସଭା ଶୀତ ଅଧିବେଶନ ଚତୁର୍ଥ ଦିନରେ ବି ଗୃହରେ ବିରୋଧୀଙ୍କ ହଙ୍ଗାମା ଗୃହ ଅପରାହ୍ନ ୪ ଟା ଯାଏ ମୁଲତବି ଗୃହରେ ଘଣ୍ଟ ବାଡେଇ ଗଙ୍ଗା ପାଣି

Read more

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍, ନଗଦ ୨ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ୪ ଚକିଆ, ୩ଟି ୨ ଚକିଆ ଗାଡ଼ି ଜବତ ।

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ । ଏକକାଳୀନ ୬ଟି ସ୍ଥାନରେ

Read more

ବାତ୍ୟା ‘ଜୱାଦ’ ପାଇଁ ବିପଦ ସଙ୍କୁଳ ଅଞ୍ଚଳରେ ଥିବା ୧୮୯ ଗର୍ଭବତୀଙ୍କୁ ସ୍ଥାନାନ୍ତରଣ | ଗଞ୍ଜାମ ଜିଲ୍ଲାରେ ୧୮୯ ଗର୍ଭବତୀଙ୍କୁ ମେଡିକାଲରେ ଭର୍ତ୍ତି କଲା ପ୍ରଶାସନ | ସେମାନଙ୍କ ମଧ୍ୟରୁ ୧୭ ମହିଳା ସୁରକ୍ଷିତ ପ୍ରସବ କରିଥିବା ଟ୍ବିଟ୍‌ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ

ବାତ୍ୟା ‘ଜୱାଦ’ ପାଇଁ ବିପଦ ସଙ୍କୁଳ ଅଞ୍ଚଳରେ ଥିବା ୧୮୯ ଗର୍ଭବତୀଙ୍କୁ ସ୍ଥାନାନ୍ତରଣ | ଗଞ୍ଜାମ ଜିଲ୍ଲାରେ ୧୮୯ ଗର୍ଭବତୀଙ୍କୁ ମେଡିକାଲରେ ଭର୍ତ୍ତି କଲା ପ୍ରଶାସନ |

Read more

ଗତକାଲି ରାତିରେ ଜଗତସିଂହପୁର ଢିଙ୍କିଆ ପଞ୍ଚାୟତରେ ବୋମାମାଡ଼ । ଗୋବିନ୍ଦପୁର ଗାଁର ପ୍ରଭାତ ରାଉତଙ୍କ ଘର ଉପରକୁ ବୋମା ମାଡ଼ । ଘଟଣାସ୍ଥଳରେ ପୋଲିସ ଉପରକୁ ଟେକା ପଥର ମାଡ଼ କଲେ ଢିଙ୍କିଆ ଗାଁ ଲୋକେ । ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ସ୍ବାଇଁ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ଜଗତସିଂହପୁର ଗତକାଲି ରାତିରେ ଢିଙ୍କିଆ ପଞ୍ଚାୟତରେ ବୋମାମାଡ଼ । ଗୋବିନ୍ଦପୁର ଗାଁର ପ୍ରଭାତ ରାଉତଙ୍କ ଘର ଉପରକୁ ବୋମା ମାଡ଼ । ଘଟଣାସ୍ଥଳରେ ପୋଲିସ ଉପରକୁ ଟେକା

Read more

୭ ମାସ ତଳେ କରିଥିଲେ ବିବାହ ; ଆଜି ସର୍ଭିସ୍ ରିଭଲଭରରୁ ଗୁଳି କରି ଜୀବନ ହାରିଲେ ଯବାନ

ମାଲକାନଗିରି : ୭ ମାସ ତଳେ ବିବାହ କରିଥିବା ଯବାନ ମାନସିକ ଚାପରେ ରହୁଥିଲେ। ହେଲେ ଆଜି ସକାଳୁ ହଠାତ୍‌ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି

Read more