ବିବାହରେ କ୍ୟାଟ୍ରିନା କୈଫ ଙ୍କୁ ମିଳିଲା ଏସବୁ ବହୁମୂଲ୍ୟ ଉପହାର

ପୂରା ସିନେଜଗତ, ସମୀକ୍ଷକ, ପ୍ରଶଂସକ ସମସ୍ତେ ରଣବୀର କପୁର ଓ କ୍ୟାଟ୍ରିନା କେଫ୍‌ଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। କୌଣସି କାରଣରୁ ଏହି ସମ୍ପର୍କ ତିଷ୍ଠିପାରିଲାନି। ରଣବୀର ଆଗକୁ

Read more

ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା, ୨ ଦିନିଆ ରିମାଣ୍ଡରେ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ । ୭ ଦିନିଆ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ କାଲି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲା, ୨ ଦିନିଆ ରିମାଣ୍ଡରେ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ । ୭ ଦିନିଆ ଆବେଦନ କରିଥିଲା

Read more

ଦିଲ୍ଲୀ, ତିହାର ଜେଲ୍‌ରେ ଅଚେତ ହୋଇ ପଡ଼ିଥିବା ଆଉ ଜଣେ କଏଦୀର ମୃତ୍ୟୁ, ୮ ଦିନରେ ମଲେଣି ୫ କଏଦୀ |

ଦିଲ୍ଲୀ, ତିହାର ଜେଲ୍‌ରେ ଅଚେତ ହୋଇ ପଡ଼ିଥିବା ଆଉ ଜଣେ କଏଦୀର ମୃତ୍ୟୁ, ୮ ଦିନରେ ମଲେଣି ୫ କଏଦୀ

Read more

ଜମ୍ମୁକାଶ୍ମୀର: ସୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୋପିଆନର ଚୌଗାମ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଥିବା ବେଳେ, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବାହିନୀ ।

ଜମ୍ମୁକାଶ୍ମୀର: ସୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ସୋପିଆନର ଚୌଗାମ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଆଜି ସକାଳୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ

Read more

ରାଜ୍ୟରେ ସାମାନ୍ୟ କମିଲା ଶୀତ ; ସବୁଠୁ ଥଣ୍ଡା ସହର ସୁନ୍ଦରଗଡ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ମିଳିଲା ଶୀତରୁ ସାମାନ୍ୟ ଆଶ୍ୱସ୍ତି। ଗତ କିଛିଦିନ ମଧ୍ୟ ପ୍ରବଳ ଜାଡ ଅନୁଭବ ହୋଇଥିବା ବେଳେ ଆଜି ଏଥିରେ ସାମାନ୍ୟ ପରିବର୍ତ୍ତନ ଘଟିଛି।

Read more

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୭ତମ ଜନ୍ମତିଥି। ଏହି ଅବସରରରେ ଅଟଳଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହ |

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୭ତମ ଜନ୍ମତିଥି। ଏହି ଅବସରରରେ ଅଟଳଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ

Read more

ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ। ୮ ଡିଗ୍ରୀ ସହ ସୁନ୍ଦରଗଡ଼ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ଓ ଫୁଲବାଣୀ ୮.୫ ଡିଗ୍ରୀ, ଟିଟିଲାଗଡ଼ ୮.୮ । ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ୧୧, ବୌଦ୍ଧ ୧୦, କେନ୍ଦୁଝର ୧୦.୪, କଟକ ୧୩.୫ ଓ ଭୁବନେଶ୍ବର ୧୪.୬ ଡିଗ୍ରୀ |

ରାଜ୍ୟର ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ। ୮ ଡିଗ୍ରୀ ସହ ସୁନ୍ଦରଗଡ଼ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ଓ ଫୁଲବାଣୀ

Read more

ଓମିକ୍ରନ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ୫ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଜାରି |

ମହାରାଷ୍ଟ୍ରରେ ଆଜିଠୁ ରାତି ୯ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ। ଗୁଜରାଟ, ଉତ୍ତର ପ୍ରଦେଶ, ହରିୟାଣା ଓ ମଧ୍ୟ ପ୍ରଦେଶରେ ରାତି ୧୧ଟାରୁ ସକାଳ ୫ଟା

Read more

କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକ କ୍ୟାଣ୍ଟନମେଣ୍ଟ କ୍ୟାଥଲିକ ଚର୍ଚରେ ପ୍ରାର୍ଥନା ବନ୍ଦ କଲା ପୋଲିସ| ସକାଳ ପ୍ରାର୍ଥନାରେ ୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଚର୍ଚରେ ୫୦ରୁ ଅଧିକ ଲୋକ ଏକାଠି ହେବା ଉପରେ ଲାଗିଛି କଟକଣା |

କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକ କ୍ୟାଣ୍ଟନମେଣ୍ଟ କ୍ୟାଥଲିକ ଚର୍ଚରେ ପ୍ରାର୍ଥନା ବନ୍ଦ କଲା ପୋଲିସ ସକାଳ ପ୍ରାର୍ଥନାରେ ୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

Read more