ଭୁବନେଶ୍ବରରେ କଟକଣା କଡ଼ାକଡ଼ି କଲା କମିସନରେଟ ପୋଲିସ, ରାତି ୧୦ଟା ପରେ ଡିଜେ ବାଜିଲେ ବା ବାଣ ଫୁଟିଲେ ଜଣାଇବାକୁ ପରାମର୍ଶ | ହେଲ୍‌ପ ଲାଇନ୍‌ ନମ୍ବର-0674-2540294 ନମ୍ବର-୦୬୭୪-୨୫୪୦୨୯୪ ଜାରି କଲା ପୋଲିସ | ବରିଷ୍ଠ ନାଗରିକ, ପ୍ରସୂତି ଓ ଛୋଟ ପିଲାଙ୍କ ସୁବିଧା ଦୃଷ୍ଟିରୁ ନିୟମ

ଭୁବନେଶ୍ବରରେ କଟକଣା କଡ଼ାକଡ଼ି କଲା କମିସନରେଟ ପୋଲିସ, ରାତି ୧୦ଟା ପରେ ଡିଜେ ବାଜିଲେ ବା ବାଣ ଫୁଟିଲେ ଜଣାଇବାକୁ ପରାମର୍ଶ | ହେଲ୍‌ପ ଲାଇନ୍‌ ନମ୍ବର-0674-2540294

Read more

ନିଲମ୍ବିତ ୧୨ ରାଜ୍ୟସଭା ସଦସ୍ୟ ଭୁଲ୍‌ ପାଇଁ ଦୁଃଖ ପ୍ରକାଶ କରି ସଂସଦକୁ ଆସନ୍ତୁ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ : ମନ୍ତ୍ରୀ

ନିଲମ୍ବିତ ୧୨ ରାଜ୍ୟସଭା ସଦସ୍ୟ ଭୁଲ୍‌ ପାଇଁ ଦୁଃଖ ପ୍ରକାଶ କରି ସଂସଦକୁ ଆସନ୍ତୁ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିକ୍ରିୟା ରଖିଛନ୍ତି

Read more

ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଘଟଣା, ବେପରୁଆ ଗାଡ଼ି ଚଲାଇ ନୁହେଁ, ବରଂ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କ ନାଁରେ କଠିନ ଦଫା ଲଗାଇବାକୁ କୋର୍ଟରେ SITର ଆବେଦନ। କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୩ ଜଣ ଅଭିଯୁକ୍ତ ଅଛନ୍ତି

ଉତ୍ତର ପ୍ରଦେଶ ଲଖିମପୁର ଖେରିରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଘଟଣା, ବେପରୁଆ ଗାଡ଼ି ଚଲାଇ ନୁହେଁ, ବରଂ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କ ନାଁରେ

Read more

ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଥାନା । ୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ। ନିଯୁକ୍ତି ପାଇବେ ୧୪ ଇନ୍‌ସପେକ୍ଟର, ୨୮ ସବ୍ଇନ୍‌ସପେକ୍ଟର, ୨୮ ASI, ୨୮ କନେଷ୍ଟବଳ (ଯୋଗାଯୋଗ) ଓ ୫୬ କନେଷ୍ଟବଳ | ଆର୍ଥିକ ଅପରାଧ ରୋକିବାରେ ସାଇବର ଥାନା ସହାୟକ ହେବ: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଥାନା । ୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ। ନିଯୁକ୍ତି ପାଇବେ ୧୪ ଇନ୍‌ସପେକ୍ଟର, ୨୮

Read more

ଓମିକ୍ରନ ରିସ୍କ ଦେଶରୁ ଫେରିଲେ ପ୍ରି-ବୁକିଂ RT-PCR ଟେଷ୍ଟ ପାଇଁ ନିର୍ଦେଶ | ଡିସେମ୍ବର ୨୦ରୁ କଟକଣା କଡ଼ାକଡ଼ି କଲା ବିମାନ ଚଳାଚଳ ମନ୍ତ୍ରାଳୟ | ଯାତ୍ରୀ ପ୍ରି-ବୁକିଂ କରିଛନ୍ତି କି ନାହିଁ ଯାଞ୍ଚ କରିବାକୁ ଏୟାର ଲାଇନ୍ସକୁ ନିର୍ଦେଶ, ବୋର୍ଡିଂ ପୂର୍ବରୁ ପ୍ରି-ବୁକିଂ କରିଥିବା ଦର୍ଶାଇବେ, ନକରିଥିଲେ ଟେଷ୍ଟ ବ୍ୟବସ୍ଥା କରାଇବାକୁ ନିର୍ଦେଶ

ଓମିକ୍ରନ ରିସ୍କ ଦେଶରୁ ଫେରିଲେ ପ୍ରି-ବୁକିଂ RT-PCR ଟେଷ୍ଟ ପାଇଁ ନିର୍ଦେଶ | ଡିସେମ୍ବର ୨୦ରୁ କଟକଣା କଡ଼ାକଡ଼ି କଲା ବିମାନ ଚଳାଚଳ ମନ୍ତ୍ରାଳୟ | ଯାତ୍ରୀ

Read more

ବେଙ୍ଗଳୁରୁରେ ନକଲି RT-PCR ରିପୋର୍ଟ ଦେବା ମାମଲା ୪ ଅଭିଯୁକ୍ତ ଗିରଫ |ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ଦେଇଥିଲେ ନକଲି ନେଗେଟିଭ୍‌ RT-PCR ରିପୋର୍ଟ, ନକଲି କୋଭିଡ ରିପୋର୍ଟ ଦେଖାଇ ଭାରତରୁ ଖସି ଯାଇଥିଲେ ଓମିକ୍ରନ ଆକ୍ରାନ୍ତ । ମାମଲାର ତଦନ୍ତ ନିର୍ଦେଶ ଦେଇଥିଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ।

ବେଙ୍ଗଳୁରୁରେ ନକଲି RT-PCR ରିପୋର୍ଟ ଦେବା ମାମଲା ୪ ଅଭିଯୁକ୍ତ ଗିରଫ |ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କୁ ଦେଇଥିଲେ ନକଲି ନେଗେଟିଭ୍‌ RT-PCR ରିପୋର୍ଟ, ନକଲି କୋଭିଡ ରିପୋର୍ଟ

Read more

ଦିଲ୍ଲୀରେ ଆଉ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ, ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି । ଦେଶର ମୋଟ ୮ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ଏଯାଏ ମହାରାଷ୍ଟ୍ରରେ ସର୍ବାଧିକ ୨୦, ରାଜସ୍ଥାନରେ ୯ ଚିହ୍ନଟ ।

ଦିଲ୍ଲୀରେ ଆଉ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ, ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି । ଦେଶର ମୋଟ ୮ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ

Read more

ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ନବୀନ | ଭିସି ଜରିଆରେ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ୮୫.୩୫ କୋଟି ଟଙ୍କାର ୧୫୧ଟି ପ୍ରକଳ୍ପର ଉଦ୍‌ଘାଟନ ବି କଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ପ୍ରକଳ୍ପରୁ ଉପକୃତ ହେବେ ୮ ଲକ୍ଷରୁ ଅଧିକ ଲୋକ ।

ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ନବୀନ | ଭିସି ଜରିଆରେ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ୮୫.୩୫ କୋଟି ଟଙ୍କାର ୧୫୧ଟି

Read more

କେନ୍ଦୁଝର ପାଟଣା ରେଞ୍ଜ ସାହାରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ | ୨ଟି ଗାଁର ୪ଟି ଘର ଭାଙ୍ଗିଲେ ୨୬ ଟିକିଆ ହାତୀପଲ, କୁମୁଳାବାହାଳି ଗାଁରେ ୩ଟି ଓ ବନବୀର ଗାଁରେ ଗୋଟିଏ ଘର ଭାଙ୍ଗିଲେ । ହାତୀପଲ ଏବେ ପଇତାମଜା ଗାଁ ଜଙ୍ଗଲରେ ଥିବା ସୂଚନା ।

କେନ୍ଦୁଝର ପାଟଣା ରେଞ୍ଜ ସାହାରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ | ୨ଟି ଗାଁର ୪ଟି ଘର ଭାଙ୍ଗିଲେ ୨୬ ଟିକିଆ ହାତୀପଲ, କୁମୁଳାବାହାଳି ଗାଁରେ ୩ଟି ଓ

Read more

ଗଜପତି ଜିଲ୍ଲା ବୋମିକା ନିକଟରେ ଓଲଟିଲା କନ୍ୟାଯାତ୍ରୀ ବସ୍‌ | ୩୫ ବସ୍‌ ଯାତ୍ରୀଙ୍କ ମଧ୍ୟରୁ ୨୫ରୁ ଅଧିକ ଆହତ, ୪ ଗୁରୁତର ସମସ୍ତ ଆହତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ବାହାଘର ସାରି ପାରଳାଖେମୁଣ୍ଡିରୁ ପୋଲସରାକୁ ଫେରୁଥିଲେ କନ୍ୟାଯାତ୍ରୀ, ଗଛରେ ପିଟି ହେବା ପରେ ଚିକ୍‌ମିକ୍‌ ବସ୍‌ ଓଲଟିଥିବା ସୂଚନା

ଗଜପତି ଜିଲ୍ଲା ବୋମିକା ନିକଟରେ ଓଲଟିଲା କନ୍ୟାଯାତ୍ରୀ ବସ୍‌ | ୩୫ ବସ୍‌ ଯାତ୍ରୀଙ୍କ ମଧ୍ୟରୁ ୨୫ରୁ ଅଧିକ ଆହତ, ୪ ଗୁରୁତର ସମସ୍ତ ଆହତ ପାରଳାଖେମୁଣ୍ଡି

Read more