ବସ୍ତିବାସିନ୍ଦାଙ୍କୁ ମାଗଣା ଜମି । ୫ଟି ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟର ମଞ୍ଜୁରି। ଆସନ୍ତା ୬ ମାସ ମଧ୍ୟରେ ସରିବ ସମ୍ପୂର୍ଣ୍ଣ କାମ | ଜମି ଅଧିକାର ଆଇନର ପରିସରଭୁକ୍ତ ହେଲେ ବସ୍ତି ବାସିନ୍ଦା । ୯୩୮ଟି ବସ୍ତିରେ ଥିବା ୧.୯୦ ଲକ୍ଷ ପରିବାର ହେବେ ଉପକୃତ |

ବସ୍ତିବାସିନ୍ଦାଙ୍କୁ ମାଗଣା ଜମି । ୫ଟି ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟର ମଞ୍ଜୁରି। ଆସନ୍ତା ୬ ମାସ ମଧ୍ୟରେ ସରିବ ସମ୍ପୂର୍ଣ୍ଣ କାମ | ଜମି

Read more

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ | ଉଚ୍ଚଶିକ୍ଷା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରି |

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ | ଉଚ୍ଚଶିକ୍ଷା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରି |

Read more

ରାଜ୍ୟରେ ଦିନକରେ ୨୨୮ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ରୋଗୀ ଚିହ୍ନଟ, ୨୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୨ ଜଣ, ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୮୩୪କୁ ବୃଦ୍ଧି, ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୪୪ ହଜାର ୫୯୪ରୋଗୀ, ୧ ହଜାର ୭୨୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |

ରାଜ୍ୟରେ ଦିନକରେ ୨୨୮ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ରୋଗୀ ଚିହ୍ନଟ, ୨୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮

Read more

ଆଜିଠୁ ୩ ଦିନ ବନ୍ଦ ରହିବ ଚିଲିକାର କାଳିଜାଈ ପୀଠ | ପର୍ଯ୍ୟଟକଙ୍କୁ ନେଇ ପିକ୍‌ନିକ୍‌ ନ ଯିବା ପାଇଁ ଡଙ୍ଗା ଚାଳକଙ୍କୁ ତାଗିଦ କଲେ ତହସିଲଦାର, କୃଷ୍ଣପ୍ରସାଦ ଉଲ୍ଲାସ କୁମାର ସେଠୀଙ୍କ ସୂଚନ |

ଆଜିଠୁ ୩ ଦିନ ବନ୍ଦ ରହିବ ଚିଲିକାର କାଳିଜାଈ ପୀଠ | ପର୍ଯ୍ୟଟକଙ୍କୁ ନେଇ ପିକ୍‌ନିକ୍‌ ନ ଯିବା ପାଇଁ ଡଙ୍ଗା ଚାଳକଙ୍କୁ ତାଗିଦ କଲେ ତହସିଲଦାର,

Read more

ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ|ମହାରାଷ୍ଟ୍ର ପିମ୍ପ୍ରିର ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ନିକଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା | ସାମ୍ପୁଲ ପରୀକ୍ଷା ବେଳେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା |

ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ|ମହାରାଷ୍ଟ୍ର ପିମ୍ପ୍ରିର ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ନିକଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା | ସାମ୍ପୁଲ ପରୀକ୍ଷା ବେଳେ ସେ

Read more