ପଦ୍ମଶ୍ରୀ ନନ୍ଦ ସାରଙ୍କ ଶେଷକୃତ୍ୟ ରାଜ୍ୟ ମର୍ଯ୍ୟାଦାରେ କରାଯିବା ପାଇଁ ଗୃହ ବିଭାଗ OSDଙ୍କ ଚିଠି, ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଶେଷ ସମ୍ମାନ ଜଣାଇବେ, ଯାଜପୁର ଏସ୍‌ପି ସଂସ୍କାର ସ୍ଥଳରେ ରାଜ୍ୟ ମର୍ଯ୍ୟାଦା ପ୍ରଦାନ ବ୍ୟବସ୍ଥା କରିବେ

ପଦ୍ମଶ୍ରୀ ନନ୍ଦ ସାରଙ୍କ ଶେଷକୃତ୍ୟ ରାଜ୍ୟ ମର୍ଯ୍ୟାଦାରେ କରାଯିବା ପାଇଁ ଗୃହ ବିଭାଗ OSDଙ୍କ ଚିଠି, ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଶେଷ ସମ୍ମାନ ଜଣାଇବେ,

Read more

ବ୍ରହ୍ମପୁର ଗୌଡ଼ ବନ୍ଧସାହିରେ ବସ୍ତି ଉଚ୍ଛେଦକୁ ନେଇ ଉତ୍ତେଜନା | ମହାନଗର ନିଗମର ଉଚ୍ଛେଦ ବେଳେ ବସ୍ତିର ଜଣେ ମହିଳା ଗୁରୁତର । ୨ଟି ଜେସିବି ମେସିନ୍‌ ଭାଙ୍ଗିଲେ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା । ବସ୍ତି ବାସିନ୍ଦାଙ୍କ ଆକ୍ରମଣରେ ୪ ଜଣ BMC କର୍ମଚାରୀ ଆହତ, ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ।

ବ୍ରହ୍ମପୁର ଗୌଡ଼ ବନ୍ଧସାହିରେ ବସ୍ତି ଉଚ୍ଛେଦକୁ ନେଇ ଉତ୍ତେଜନା | ମହାନଗର ନିଗମର ଉଚ୍ଛେଦ ବେଳେ ବସ୍ତିର ଜଣେ ମହିଳା ଗୁରୁତର । ୨ଟି ଜେସିବି ମେସିନ୍‌

Read more

ଖୋର୍ଦ୍ଧା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳଙ୍କୁ ଗିରଫ କଲା ଭିଜିଲାନ୍ସ, ଦଶ ଲକ୍ଷର ବିଲ୍‌ ପାସ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ

ଖୋର୍ଦ୍ଧା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳଙ୍କୁ ଗିରଫ କଲା ଭିଜିଲାନ୍ସ, ଦଶ ଲକ୍ଷର ବିଲ୍‌ ପାସ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ

Read more

ରାଜ୍ୟରେ ୫ ବର୍ଷରେ ୮୦୨ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଇଛି । ୧୦ କଲରା ପତରିଆ ବାଘ, ୧୨ଟି ଭାଲୁ, ୩୩୪ ବାର୍‌ହାଙ୍କୁ ଶିକାର ଅଭିଯୋଗ, ଗିରଫ ହୋଇଛନ୍ତି ୩,୨୪୮ ଜଣ ଶିକାରୀ । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଉତ୍ତର ।

ରାଜ୍ୟରେ ୫ ବର୍ଷରେ ୮୦୨ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଇଛି । ୧୦ କଲରା ପତରିଆ ବାଘ, ୧୨ଟି ଭାଲୁ, ୩୩୪ ବାର୍‌ହାଙ୍କୁ ଶିକାରଅଭିଯୋଗ, ଗିରଫ ହୋଇଛନ୍ତି ୩,୨୪୮

Read more

ରାଜ୍ୟରେ ୫ ବର୍ଷରେ ୮୦୨ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଇଛି । ୧୦ କଲରା ପତରିଆ ବାଘ, ୧୨ଟି ଭାଲୁ, ୩୩୪ ବାର୍‌ହାଙ୍କୁ ଶିକାର ଅଭିଯୋଗ, ଗିରଫ ହୋଇଛନ୍ତି ୩,୨୪୮ ଜଣ ଶିକାରୀ । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଉତ୍ତର ।

ରାଜ୍ୟରେ ୫ ବର୍ଷରେ ୮୦୨ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଇଛି । ୧୦ କଲରା ପତରିଆ ବାଘ, ୧୨ଟି ଭାଲୁ, ୩୩୪ ବାର୍‌ହାଙ୍କୁ ଶିକାରଅଭିଯୋଗ, ଗିରଫ ହୋଇଛନ୍ତି ୩,୨୪୮

Read more

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କ ପରଲୋକ | ୧୦୪ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ |ଗତ କିଛି ଦିନ ଧରି କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ | ଚାଟଶାଳୀରେ ପାଠ ପଢ଼ାଇ ଚର୍ଚ୍ଚିତ ଥିଲେ ନନ୍ଦ ସାର । ନଭେମ୍ବର ୯ରେ ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ ରାଷ୍ଟ୍ରପତି |

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାରଙ୍କ ପରଲୋକ | ୧୦୪ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ |ଗତ କିଛି ଦିନ

Read more

ଭୀମସାରର ୧୨ ଜଣ ଛାତ୍ରୀଙ୍କଠାରେ ଡେଲ୍‌ଟା ଭରିଆଣ୍ଟ ଚିହ୍ନଟ | ରିପୋର୍ଟ ଅନୁଯାୟୀ ଦୁଇ ଜଣଙ୍କର ସମ୍ପୂର୍ଣ୍ଣ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ | ଆଉ ୧୦ ଜଣଙ୍କର ମାଇଲଡ ଡେଲ୍‌ଟା ଭାରିଆଣ୍ଟ ଚିହ୍ନଟ ହୋଇଛି | ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି | VIMSARର ଡିନ ପ୍ରଫେସର ଜୟଶ୍ରୀ ଦୋରାଙ୍କ ସୂଚନା |

ଭୀମସାରର ୧୨ ଜଣ ଛାତ୍ରୀଙ୍କଠାରେ ଡେଲ୍‌ଟା ଭରିଆଣ୍ଟ ଚିହ୍ନଟ | VIMSARର ଡିନ ପ୍ରଫେସର ଜୟଶ୍ରୀ ଦୋରାଙ୍କ ସୂଚନା | ରିପୋର୍ଟ ଅନୁଯାୟୀ ଦୁଇ ଜଣଙ୍କର ସମ୍ପୂର୍ଣ୍ଣ

Read more

୫ ବର୍ଷରେ ମଲେଣି ୪୦୬ ହାତୀ ୨୦୧୬ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୪୦୬ ହାତୀଙ୍କ ମୃତ୍ୟୁ । ଦୁର୍ଘଟଣାରେ ୧୬୨, ଶିକାରୀ ଦ୍ବାରା ୧୧ ଏବଂ ଅନ୍ୟାନ୍ୟ କାରଣ ପାଇଁ ୯୦ ହାତୀଙ୍କ ମୃତ୍ୟୁ । ରେଳ ଦୁର୍ଘଟଣାରେ ୧୪, ରାସ୍ତା ଦୁର୍ଘଟଣାରେ ୪, ବିଦ୍ୟୁତ ଆଘାତରେ ୫୪, ଶିକାରୀଙ୍କ ଦ୍ବାରା ୧୧ ହାତୀଙ୍କ ଜୀବନ ଯାଇଛି |

୫ ବର୍ଷରେ ମଲେଣି ୪୦୬ ହାତୀ ୨୦୧୬ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୪୦୬ ହାତୀଙ୍କ ମୃତ୍ୟୁ । ଦୁର୍ଘଟଣାରେ ୧୬୨, ଶିକାରୀ ଦ୍ବାରା ୧୧ ଏବଂ ଅନ୍ୟାନ୍ୟ

Read more

୫ ବର୍ଷରେ ମଲେଣି ୪୦୬ ହାତୀ | ଦୁର୍ଘଟଣାରେ ୧୬୨, ଶିକାରୀ ଦ୍ବାରା ୧୧ ଏବଂ ଅନ୍ୟାନ୍ୟ କାରଣ ପାଇଁ ୯୦ ହାତୀଙ୍କ ମୃତ୍ୟୁ

୫ ବର୍ଷରେ ମଲେଣି ୪୦୬ ହାତୀ | ୨୦୧୬ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୪୦୬ ହାତୀଙ୍କ ମୃତ୍ୟୁ । ଦୁର୍ଘଟଣାରେ ୧୬୨, ଶିକାରୀ ଦ୍ବାରା ୧୧ ଏବଂ

Read more

୨୦୨୧ ଅକ୍ଟୋବର ୩୧ ସୁଦ୍ଧା ହାଇକୋର୍ଟରେ ବିଚାର ନହୋଇ ପଡ଼ିରହିଛି ୧ ଲକ୍ଷ ୮୭ ହଜାର ୨୮ଟି ମାମଲା | ଜିଲ୍ଲା କୋର୍ଟରେ ପଡ଼ି ରହିଛି ୧୭ ଲକ୍ଷ ୬୮ ହଜାର ୭୦୪ ମାମଲା | ଗତ ୩ ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲା ଫଇସଲା ହୋଇଛି : ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର

Read more