ସମ୍ଭାବ୍ୟ ବାତ୍ୟା ଜୱାଦ ଦୃଷ୍ଟିରୁ କୋରାପୁଟ ଜିଲ୍ଲାର ସବୁ ସରକାରୀ ଅଫିସରଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ । କାଲିଠୁ ୫ ଯାଏ ବିନା ଅନୁମତିରେ ସଦର ମହକୁମା ନଛାଡ଼ିବାକୁ ନିର୍ଦେଶ । ବାତ୍ୟା ମୁକାବିଲା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

ସମ୍ଭାବ୍ୟ ବାତ୍ୟା ଜୱାଦ ଦୃଷ୍ଟିରୁ କୋରାପୁଟ ଜିଲ୍ଲାର ସବୁ ସରକାରୀ ଅଫିସରଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ । କାଲିଠୁ ୫ ଯାଏ ବିନା ଅନୁମତିରେ ସଦର

Read more

ଖୋର୍ଦ୍ଧା ବେଗୁନିଆ ଥାନା ଧଳାପଥର ବଜାରର ନାରାୟଣ ଜୁଏଲରୀରୁ ବନ୍ଧୁକ ଦେଖାଇ ବୋମା ମାଡ଼ କରି ସୁନାଗହଣା ଲୁଟିଲେ ଦୁର୍ବୃତ୍ତ । ଲୁଟ୍‌ ପରେ ୩ଟି ବାଇକ୍‌ରେ ଆସିଥିବା ୭ ଦୁର୍ବୃତ୍ତ ଫେରାର । ବୈଦେଶ୍ବର ଥାନା ଓ ଧଳାପଥର ଫାଣ୍ଡି ପକ୍ଷରୁ ତଦନ୍ତ ଜାରି

ଖୋର୍ଦ୍ଧା ବେଗୁନିଆ ଥାନା ଧଳାପଥର ବଜାରର ନାରାୟଣ ଜୁଏଲରୀରୁ ବନ୍ଧୁକ ଦେଖାଇ ବୋମା ମାଡ଼ କରି ସୁନାଗହଣା ଲୁଟିଲେ ଦୁର୍ବୃତ୍ତ । ଲୁଟ୍‌ ପରେ ୩ଟି ବାଇକ୍‌ରେ

Read more

ବ୍ରହ୍ମପୁରରେ ସ୍ବାମୀଙ୍କ ସହ ରହିବା ଦାବିରେ ତପସ୍ବିନୀଙ୍କ ଧାରଣା ମାମଲାରେ ବ୍ରହ୍ମପୁର SDJM କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆସିକା ଥାନା ଅଧିକାରୀଙ୍କ ତତ୍ତ୍ବାବଧାନରେ ୭ ଦିନ ଏକାଠି ରହିବେ ତପସ୍ବିନୀ ଓ ସ୍ବାମୀ ସୁମିତ । କୌଣସି ତୃତୀୟ ବ୍ୟକ୍ତି ଭେଟିବା ମନା, ୭ ଦିନ ପରେ ପୁଣି କୋର୍ଟରେ ମାମଲାର ଶୁଣାଣି ହେବ

ବ୍ରହ୍ମପୁରରେ ସ୍ବାମୀଙ୍କ ସହ ରହିବା ଦାବିରେ ତପସ୍ବିନୀଙ୍କ ଧାରଣା ମାମଲାରେ ବ୍ରହ୍ମପୁର SDJM କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆସିକା ଥାନା ଅଧିକାରୀଙ୍କ ତତ୍ତ୍ବାବଧାନରେ ୭ ଦିନ

Read more

ପାଇକ ବିଦ୍ରୋହ ଦେଶର ‘ପ୍ରଥମ ସ୍ୱାଧୀନତା ଆନ୍ଦୋଳନ’ ନୁହେଁ : ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର : ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଇପାରିବ ନାହିଁ। ଦଳମତ ନିର୍ବିଶେଷରେ ରାଜ୍ୟର ସବୁ ବର୍ଗର ଲୋକଙ୍କ ଦାବି

Read more

ଢେଙ୍କାନାଳ ସାଇକୃପା ଆବାସିକ କଲେଜର ଆଉ ୧୬ ପିଲା କୋରୋନା ପଜିଟିଭ। ଆଜି ଆସିଥିବା ୫୦ ଜଣଙ୍କ RT-PCR ରିପୋର୍ଟରୁ ୧୬ ଜଣ ପଜିଟିଭ୍‌। କଲେଜରେ କୋରୋନା ପଜିଟିଭ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୩କୁ ବୃଦ୍ଧି । ଗତକାଲିଠୁ କଲେଜ ସମେତ କୁଞ୍ଜକାନ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ।

ଢେଙ୍କାନାଳ ସାଇକୃପା ଆବାସିକ କଲେଜର ଆଉ ୧୬ ପିଲା କୋରୋନା ପଜିଟିଭ। ଆଜି ଆସିଥିବା ୫୦ ଜଣଙ୍କ RT-PCR ରିପୋର୍ଟରୁ ୧୬ ଜଣ ପଜିଟିଭ୍‌। କଲେଜରେ କୋରୋନା

Read more

ଘଡିଆଳ ଦେହରେ ଲାଗିଲା ଟ୍ରାନ୍ସମିଟର । ଘଡିଆଳଙ୍କ ଗତିବିଧି ଜାଣିବ ସାଟେଲାଇଟ ଟ୍ରାନ୍ସମିଟର । ନନ୍ଦନକାନନର ଘଡିଆଳକୁ ମହାନଦୀରେ ଛଡାଯାଇଛି । ପ୍ରଜନନ ପୂର୍ବ ଓ ପରର ଗତିବିଧିକୁ ନେଇ କରାଯିବ ଗବେଷଣା । ନନ୍ଦନକାନନର ୮ଟି ଘଡିଆଳରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର ।

ଘଡିଆଳ ଦେହରେ ଲାଗିଲା ଟ୍ରାନ୍ସମିଟର । ଘଡିଆଳଙ୍କ ଗତିବିଧି ଜାଣିବ ସାଟେଲାଇଟ ଟ୍ରାନ୍ସମିଟର । ନନ୍ଦନକାନନର ଘଡିଆଳକୁ ମହାନଦୀରେ ଛଡାଯାଇଛି । ପ୍ରଜନନ ପୂର୍ବ ଓ ପରର

Read more

ଓମିକ୍ରନ୍ ରିସ୍କ ଦେଶରୁ ଏଯାଏ ୩୮୦ ଜଣ ଓଡ଼ିଶା ଫେରିଛନ୍ତି, ଗତ ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ରାଜ୍ୟରେ ପ୍ରବେଶ କରିଛନ୍ତି ୧୫୬ ଜଣ, ସେମାନଙ୍କୁ ୭ଦିନ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଉଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଓମିକ୍ରନ୍ ରିସ୍କ ଦେଶରୁ ଏଯାଏ ୩୮୦ ଜଣ ଓଡ଼ିଶା ଫେରିଛନ୍ତି, ଗତ ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ରାଜ୍ୟରେ

Read more

ଫେରସ୍ତ ହେବ ବାତ୍ୟା ପାଇଁ ବାତିଲ୍ ହୋଇଥିବା ଟ୍ରେନ୍‌ର ଟିକେଟ ଟଙ୍କା । ସୁରକ୍ଷା ଦୃଷ୍ଟିକୋଣରୁ ଡିସେମ୍ବର ୩ ଓ ୪ରେ ୯୫ଟି ମେଲ୍ ଓ ଏକ୍ସପ୍ରେସ ଟ୍ରେନ ବାତିଲ ହୋଇଛି। ଅଫଲାଇନ ଟିକଟ ଟଙ୍କା କାଉଣ୍ଟରରୁ ଏବଂ ଅନଲାଇନ୍ ଟିକେଟ IRCTC ଦ୍ଵାରା ଯାତ୍ରୀଙ୍କୁ ଫେରସ୍ତ କରାଯିବ। ଭୁବନେଶ୍ବର ରେଳଷ୍ଟେସନ ନିର୍ଦେଶକଙ୍କ ସୂଚନା

ଫେରସ୍ତ ହେବ ବାତ୍ୟା ପାଇଁ ବାତିଲ୍ ହୋଇଥିବା ଟ୍ରେନ୍‌ର ଟିକେଟ ଟଙ୍କା । ସୁରକ୍ଷା ଦୃଷ୍ଟିକୋଣରୁ ଡିସେମ୍ବର ୩ ଓ ୪ରେ ୯୫ଟି ମେଲ୍ ଓ ଏକ୍ସପ୍ରେସ

Read more

ପୁରୀ ଜିଲ୍ଲା ବେତାଲ RI ସର୍କଲର ରାଜସ୍ବ ନିରୀକ୍ଷକ ମନୋଜ ପରିଡ଼ା ବହିଷ୍କୃତ | ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ପାଇଁ ବହିଷ୍କାର କଲେ ସରକାର | ୨ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କଲେ ସରକାର | ବଲାଙ୍ଗିରର ପୂର୍ବତନ ଅତିରିକ୍ତ SP ଶ୍ରୀକାନ୍ତ ମିଶ୍ରଙ୍କ ପେନସନ ବନ୍ଦ

ପୁରୀ ଜିଲ୍ଲା ବେତାଲ RI ସର୍କଲର ରାଜସ୍ବ ନିରୀକ୍ଷକ ମନୋଜ ପରିଡ଼ା ବହିଷ୍କୃତ | ବିଶୃଙ୍ଖଳା ଅଚରଣ ଓ କର୍ତ୍ତବ୍ୟରେ ଅବହେଳା ପାଇଁ ବହିଷ୍କାର କଲେ ସରକାର

Read more

ନିଶା ବେପାରୀ ଅନୀଲ ପାଣ୍ଡିକୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କଲା STF

ଅନୀଲ ପାଣ୍ଡିକୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କଲା STF । ଅନୀଲ ବିଷୟରେ ଖବର ଦେଲେ ମିଳିବ ପୁରସ୍କାର । ଅନୀଲ ସମ୍ପର୍କରେ ଖବର ଦେବାକୁ ନମ୍ବର

Read more