ଡିସେମ୍ବର ୧୦ରେ ବିଜୁ ଜନତା ଦଳରେ ଯୋଗ ଦେବେ ପ୍ରଫୁଲ୍ଲ ମାଝୀ । ସୁନ୍ଦରଗଡ଼ରେ ଘୋଷଣା କଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ । ସୁନ୍ଦରଗଡ଼ ତଳସରା ଆସନରୁ ୩ ଥର ବିଧାୟକ ହୋଇଥିଲେ ପ୍ରଫୁଲ୍ଲ । ବିଶୃଙ୍ଖଳିତ ଦର୍ଶାଇ ପ୍ରଫୁଲ୍ଲଙ୍କୁ ଦଳରୁ ବହିଷ୍କାର କରିଥିଲା କଂଗ୍ରେସ ।

ଡିସେମ୍ବର ୧୦ରେ ବିଜୁ ଜନତା ଦଳରେ ଯୋଗ ଦେବେ ପ୍ରଫୁଲ୍ଲ ମାଝୀ । ସୁନ୍ଦରଗଡ଼ରେ ଘୋଷଣା କଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ । ସୁନ୍ଦରଗଡ଼ ତଳସରା

Read more

ନୟାଗଡ଼ ଫତେଗଡ଼ ଥାନା ବାଦିଲ ଗାଁରେ ଅଭାବନୀୟ ଘଟଣା | ଗର୍ଭବତୀ ମହିଳାଙ୍କୁ ୬ ମଦ୍ୟପ ଯୁବକଙ୍କ ଆକ୍ରମଣ, ମୃତ ଶିଶୁକୁ ଜନ୍ମ ଦେଲେ ପୀଡ଼ିତା ମହିଳା, ସ୍ବାମୀଙ୍କ ସହ ବଚସା ବେଳେ ମହିଳାଙ୍କ ପେଟକୁ ଗୋଇଠା ମାରିଲେ ଯୁବକ । ଅଭିଯୁକ୍ତ ଯୁବକ ମିଲୁ ଜେନା ଅଟକ, ଅନ୍ୟ ୫ ଯୁବକ ଫେରାର ।

ନୟାଗଡ଼ ଫତେଗଡ଼ ଥାନା ବାଦିଲ ଗାଁରେ ଅଭାବନୀୟ ଘଟଣା | ଗର୍ଭବତୀ ମହିଳାଙ୍କୁ ୬ ମଦ୍ୟପ ଯୁବକଙ୍କ ଆକ୍ରମଣ, ମୃତ ଶିଶୁକୁ ଜନ୍ମ ଦେଲେ ପୀଡ଼ିତା ମହିଳା,

Read more

ଯାଜପୁର ବିଞ୍ଝାରପୁର ଥାନାର SI ଫକିର ମୋହନ ସିଂହ ଗିରଫ | ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ,, ଅଭିଯୁକ୍ତକୁ ଗିରଫ ନ କରିବାକୁ ଲାଞ୍ଚ ନେଉଥିଲେ ଫକିର ମୋହନ | ବିଞ୍ଝାରପୁର ଓ କଟକର କନ୍ଦରପୁର ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ।

ଯାଜପୁର ବିଞ୍ଝାରପୁର ଥାନାର ଲାଞ୍ଚୁଆ SI ଫକିର ମୋହନ ସିଂହ ଗିରଫ | ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ,, ଅଭିଯୁକ୍ତକୁ

Read more

ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତର । ମିଶନ ଶକ୍ତିରେ ଖର୍ଚ୍ଚ ହେଲାଣି ୮୧୯ କୋଟି ୬୭ ଲକ୍ଷ ୩୩ ହଜାର ଟଙ୍କା । ମିଶନ ଶକ୍ତି ଯୋଜନାରେ ରାଜ୍ୟରେ ୭୦ ଳକ୍ଷ ୧୦ ଜଣ ମହିଳା ସାମିଲ ।

ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତର । ମିଶନ ଶକ୍ତିରେ ଖର୍ଚ୍ଚ ହେଲାଣି ୮୧୯ କୋଟି ୬୭ ଲକ୍ଷ ୩୩ ହଜାର

Read more

ପଞ୍ଚମ ଦିନରେ ବି ବିଧାନସଭା ଅଚଳ ହେବା ପ୍ରସଙ୍ଗ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ବିଧାନସଭାକୁ ମୁଖ୍ୟମନ୍ତ୍ରୀ ଆସିବାକୁ ଦାବି କଲେ ନରସିଂହ, ବିରୋଧୀଙ୍କୁ ବିଶ୍ବାସକୁ ନେଇ ସମାଧାନର ବାଟ ବାହାର କରନ୍ତୁ CM: ନରସିଂହ |

ପଞ୍ଚମ ଦିନରେ ବି ବିଧାନସଭା ଅଚଳ ହେବା ପ୍ରସଙ୍ଗ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ବିଧାନସଭାକୁ ମୁଖ୍ୟମନ୍ତ୍ରୀ ଆସିବାକୁ ଦାବି କଲେ

Read more

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କଲା BJD | କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ବିଜେଡିର ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ବରେ ଭେଟିଲେ BJD ସାଂସଦ |ଓଡ଼ିଶାର ସଭ୍ୟତା, ଆତିଥ୍ୟ, ପରମ୍ପରା ଏବଂ ଅସ୍ମିତା ବହନ କରୁଛି ପାଇକ ବିଦ୍ରୋହ |

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କଲା BJD | କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ବିଜେଡିର ସଂସଦୀୟ

Read more

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ବିଶୃଙ୍ଖଳିତ ଆଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା ହେଲେ । ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ରଙ୍କ ସୂଚନା ।

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ବିଶୃଙ୍ଖଳିତ ଆଚରଣ ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା ହେଲେ । ପିସିସି ଗଣମାଧ୍ୟମ

Read more

ଦେଶରେ ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଭିତରୁ ୫୦ ପ୍ରତିଶତ ସଂପୂର୍ଣ୍ଣ ଟିକାକରଣ ହୋଇସାରିଛନ୍ତି । ଅର୍ଥାତ୍ ୫୦ ପ୍ରତିଶତ ଲୋକ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି । ଏଥିପାଇଁ ଟୁଇଟ୍ କରି ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

ଦେଶରେ ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଭିତରୁ ୫୦ ପ୍ରତିଶତ ସଂପୂର୍ଣ୍ଣ ଟିକାକରଣ ହୋଇସାରିଛନ୍ତି । ଅର୍ଥାତ୍

Read more

ନାଗାଲାଣ୍ଡ ମୋନ ଜିଲ୍ଲା ଗୁଳିକାଣ୍ଡ ଘଟଣାରେ ସେନା ବିରୋଧରେ ପୋଲିସର FIR, ୨୧ ଜଣ ଯବାନଙ୍କ ବିରୋଧରେ ନିଜ ଆଡୁ FIR କଲା ମୋନ ଜିଲ୍ଲା ପୋଲିସ । ଯବାନମାନେ ହତ୍ୟା କରିବା ଉଦ୍ଦେଶ୍ୟରେ ରକ୍ତମୁଖା ହୋଇଥିବା FIRରେ ଉଲ୍ଲେଖ। ତଦନ୍ତ ପାଇଁ ଆଜି ମୋନ ଜିଲ୍ଲା ଯିବେ CM ନେଇଫ୍ୟୁ ରିଓ |

ନାଗାଲାଣ୍ଡ ମୋନ ଜିଲ୍ଲା ଗୁଳିକାଣ୍ଡ ଘଟଣାରେ ସେନା ବିରୋଧରେ ପୋଲିସର FIR, ୨୧ ଜଣ ଯବାନଙ୍କ ବିରୋଧରେ ନିଜ ଆଡୁ FIR କଲା ମୋନ ଜିଲ୍ଲା ପୋଲିସ

Read more

ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କଲେ ଶାସକ ଦଳର ସଦସ୍ୟ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ନମିଳିବା, ପାଇକମାନଙ୍କୁ କଳାକାରର ମାନ୍ୟତା ନମିଳିବାରୁ ବିଜେଡିର ବିରୋଧ । କେନ୍ଦ୍ରର ଅବହେଳା ପ୍ରତିବାଦରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା

ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କଲେ ଶାସକ ଦଳର ସଦସ୍ୟ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ନମିଳିବା, ପାଇକମାନଙ୍କୁ କଳାକାରର

Read more