ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି ; ୧୫ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ

ଭୁବ‌ନେଶ୍ବର: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି । ପଞ୍ଚାୟତିରାଜ ବିଭାଗ ଦ୍ୱାରା ଏହି ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ

Read more

ଆସନ୍ତାକାଲି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର, ବଡ଼ଦିନ ପର୍ବ ପାଇଁ ବନ୍ଦ ହେବନାହିଁ ଶ୍ରୀମନ୍ଦିର । SOP ଅନୁଯାୟୀ ଭୋର ୫ଟା ୩୦ରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ଡିସେମ୍ବର ୨୬, ୩୧ ଓ ଜାନୁଆରୀ ୧, ୨ ତାରିଖ ବନ୍ଦ ରହିବ ଶ୍ରୀମନ୍ଦିର

ଆସନ୍ତାକାଲି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର, ବଡ଼ଦିନ ପର୍ବ ପାଇଁ ବନ୍ଦ ହେବନାହିଁ ଶ୍ରୀମନ୍ଦିର । SOP ଅନୁଯାୟୀ ଭୋର ୫ଟା ୩୦ରୁ ରାତି ସାଢେ

Read more

ନୂଆବର୍ଷ ପୂର୍ବରାତିରେ ସାରା ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେସନ ମନା | ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ‌, କଲ୍ୟାଣ ମଣ୍ଡପ ଉପରେ ସତର୍କ ଦୃଷ୍ଟି । କେବଳ ପୂର୍ବ ନିର୍ଦ୍ଧାରିତ ବିବାହ ପାଇଁ ମିଳିବ ଅନୁମତି । ନିୟମ କଡ଼ାକଡ଼ି କରିବାକୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ।

ନୂଆବର୍ଷ ପୂର୍ବରାତିରେ ସାରା ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେସନ ମନା | ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ‌, କଲ୍ୟାଣ ମଣ୍ଡପ ଉପରେ ସତର୍କ ଦୃଷ୍ଟି । କେବଳ ପୂର୍ବ

Read more

କ୍ରିକେଟରୁ ସ୍ପିନର ହରଭଜନ ସିଂହଙ୍କ ସନ୍ନ୍ୟାସ ଘୋଷଣା, କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ହରଭଜନ । ୨୩ ବର୍ଷର କ୍ୟାରିଅରକୁ ସୁନ୍ଦର ଓ ସ୍ମରଣୀୟ କହିଲେ ହରଭଜନ । ଜୀବନର ସବୁ କିଛି ମୋତେ କ୍ରିକେଟରୁ ମିଳିଛି|

କ୍ରିକେଟରୁ ସ୍ପିନର ହରଭଜନ ସିଂହଙ୍କ ସନ୍ନ୍ୟାସ ଘୋଷଣା, କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ହରଭଜନ । ୨୩ ବର୍ଷର କ୍ୟାରିଅରକୁ ସୁନ୍ଦର ଓ ସ୍ମରଣୀୟ

Read more

ନୂଆଦିଲ୍ଲୀ: ଜିଏସଟି ଚଢ଼ାଉ ବେଳେ ନଗଦ ୧୫୦ କୋଟି ଟଙ୍କା ଜବତ। କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଚଢ଼ାଉ ବେଳେ ଏହା ଜବତ ହୋଇଛି।ଜାଲ ୱେ ବିଲ୍ ଓ ରସିଦ ମାମଲାରେ ଚଢ଼ାଉ କରିଥଲା ଜିଏସଟି ଟିମ୍ |

ନୂଆଦିଲ୍ଲୀ: ଜିଏସଟି ଚଢ଼ାଉ ବେଳେ ନଗଦ ୧୫୦ କୋଟି ଟଙ୍କା ଜବତ। କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଚଢ଼ାଉ ବେଳେ ଏହା ଜବତ ହୋଇଛି।ଜାଲ

Read more

ରାୟଗଡ଼ା କାଶୀପୁର ବ୍ଲକ ତୁରେଇଘାଟିରେ ଅଭାବନୀୟ ଘଟଣା, ସ୍କୁଲରୁ ଫେରିବା ବେଳେ ଜଣେ ଶିକ୍ଷକଙ୍କୁ ପାଗଳ ବ୍ୟକ୍ତିର ହତ୍ୟା । ତୁରେଇଘାଟି ସ୍କୁଲର ଶିକ୍ଷକ ମୁକୁନ୍ଦ ପ୍ରସାଦ ନାଥଶର୍ମାଙ୍କ ମୃତ୍ୟୁ, ସ୍କୁଲରୁ ଡଙ୍ଗାସିଲକୁ ଫେରିବା ବାଟରେ ଘଟିଛି ହତ୍ୟାକାଣ୍ଡ |

ରାୟଗଡ଼ା କାଶୀପୁର ବ୍ଲକ ତୁରେଇଘାଟିରେ ଅଭାବନୀୟ ଘଟଣା, ସ୍କୁଲରୁ ଫେରିବା ବେଳେ ଜଣେ ଶିକ୍ଷକଙ୍କୁ ପାଗଳ ବ୍ୟକ୍ତିର ହତ୍ୟା । ତୁରେଇଘାଟି ସ୍କୁଲର ଶିକ୍ଷକ ମୁକୁନ୍ଦ ପ୍ରସାଦ

Read more

ଢେଙ୍କାନାଳ ଜିଲ୍ଲାରେ ମନ୍ଦିର ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକର ଚତୁର୍ଦ୍ଦିଗରେ ୧୪୪ ଧାରା ଲାଗୁ କରାଯାଇଛି। ଡିସେମ୍ବର ୨୫ ରୁ ୦୨ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ପ୍ରଶାସନ ଦ୍ୱାରା ଏହି ପ୍ରତିବନ୍ଧକ ଲଗାଯାଇଛି।

ଢେଙ୍କାନାଳ ଜିଲ୍ଲାରେ ମନ୍ଦିର ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକର ଚତୁର୍ଦ୍ଦିଗରେ ୧୪୪ ଧାରା ଲାଗୁ କରାଯାଇଛି। ଡିସେମ୍ବର ୨୫ ରୁ ୦୨ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ପ୍ରଶାସନ ଦ୍ୱାରା

Read more

ଉତ୍ତର ପ୍ରଦେଶ ରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଲକ୍ଷ୍ନୌ: ପୁଣି ଉତ୍ତର ପ୍ରଦେଶକୁ ଫେରିଲା ନାଇଟ୍‍ କର୍ଫ୍ୟୁ । । ଉତ୍ତରପ୍ରଦେଶ ସରକାର ପ୍ରଥମ ପର୍ୟ୍ୟାୟରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ଦେଶରେ ବଢ଼ୁଥିବା କରୋନା

Read more

ଘରକୁ ନେଉନଥିବା ରୁ ଘର ଆଗରେ ଧାରଣା ଦେଇଥିଲେ ୪୫ ବର୍ଷୀୟା ସ୍ତ୍ରୀ , ବନ୍ଧା ହେଲେ ସ୍ବାମୀ |

ଢେଙ୍କାନାଳ: ମହଙ୍ଗା ପଡିଲା ସ୍ତ୍ରୀକୁ ଗ୍ରହଣ ନକରିବା। ଶେଷରେ ବନ୍ଧା ହେଲେ ସ୍ୱାମୀ ମହେନ୍ଦ୍ର ସାହୁ। ଏନେଇ ଆନ୍ତର୍ଜାତୀୟ ମାନବାଧିକାର କମିଶନ ପରିଷଦ ପକ୍ଷରୁ ଆପୋଷ ବୁଝାମଣା

Read more

ଭୁବନେଶ୍ୱର : ପ୍ରବଳ ଜାଡରେ ଥରୁଛି ସାରା ଓଡିଶା। ରାଜ୍ୟର ୧୧ ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ୬.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡି ଓ ସୁନ୍ଦରଗଡରେ ତାପମାତ୍ରାରେ ୭.୫ ଡିଗ୍ରୀ । ସୁବର୍ଣ୍ଣପୁର ୮.୨,ଟିଟିଲାଗଡ ୮.୩, କେନ୍ଦୁଝର ୮.୬,ଝାରସୁଗୁଡା ୮.୮, ଭବାନୀପାଟଣା ଓ ବୌଦ୍ଧ ୯ ଡିଗ୍ରୀ । ହୀରାକୁଦ ୯.୫, କୋରାପୁଟରେ ୯.୬ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୧୨.୪, କଟକ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱର : ପ୍ରବଳ ଜାଡରେ ଥରୁଛି ସାରା ଓଡିଶା। ରାଜ୍ୟର ୧୧ ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ୬.୫ ଡିଗ୍ରୀ ସହ

Read more