ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲି ବସ୍‌ ଓ ଅଟୋ ଚଳାଚଳ ବନ୍ଦ ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ୩ NDRF ଓ ୩ ଓଡ୍ରାଫ ଟିମ ମୁତୟନ । ଗଞ୍ଜାମ, ପାତ୍ରପୁର ଓ ଗୋପାଳପୁରରେ NDRF ଟିମ ସଜାଗ । ଆସିକା ଓ ଛତ୍ରପୁରରେ ୩ଟି ଓଡ୍ରାଫ ଟିମ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ

ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲି ବସ୍‌ ଓ ଅଟୋ ଚଳାଚଳ ବନ୍ଦ ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ୩ NDRF

Read more

ସ୍ଥଳଭାଗ ଠାରୁ ୪୨୦ କିମି ଦୂରରେ ‘ଜୱାଦ’ | ଗତ ୬ ଘଣ୍ଟା ଧରି ୨୦ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ଗୋପାଳପୁରରୁ ୪୨୦ ଓ ପୁରୀଠୁ ୪୮୦ କିମି ଦୂରରେ ବାତ୍ୟା | ପାରାଦୀପରୁ ୫୬୦ ଓ ବିଶାଖାପାଟଣାଠାରୁ ୩୦୦ କିମି ଦୂରରେ ବାତ୍ୟା | ବାତ୍ୟା ପ୍ରଭାବରେ ଗଜପତି, ଗଞ୍ଜାମ ଓ ପୁରୀରେ ବର୍ଷା ଆରମ୍ଭ

ସ୍ଥଳଭାଗ ଠାରୁ ୪୨୦ କିମି ଦୂରରେ ‘ଜୱାଦ’ | ଗତ ୬ ଘଣ୍ଟା ଧରି ୨୦ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ଗୋପାଳପୁରରୁ

Read more

ଜୁନିଅର ପୁରୁଷ ହକି ବିଶ୍ବକପ ; ସେମି ଫାଇନାଲରେ ଜର୍ମାନୀଠାରୁ ୪-୨ ଗୋଲ୍‌ରେ ହାରିଲା ଭାରତ

ଜୁନିଅର ପୁରୁଷ ହକି ବିଶ୍ବକପ ; ସେମି ଫାଇନାଲରେ ଜର୍ମାନୀଠାରୁ ୪-୨ ଗୋଲ୍‌ରେ ହାରିଲା ଭାରତ । ରବିବାର ସ୍ପେନ୍‌ ସହ ‘ସ୍ଥାନ ନିର୍ଣ୍ଣାୟକ’ ମ୍ୟାଚ ଖେଳିବ

Read more

କାଲି ଗଞ୍ଜାମରେ ସ୍କୁଲ ଛୁଟି | ବାତ୍ୟା ଜୱାଦ ଦୃଷ୍ଟିରୁ ଡିସେମ୍ବର ୪ରେ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ । ଛୁଟି ସତ୍ତ୍ବେ ସ୍କୁଲକୁ ଆସିବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ। ପ୍ରଶାସନର ନିର୍ଦେଶ ମୁତାବକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିବେ କର୍ମଚାରୀ

କାଲି ଗଞ୍ଜାମରେ ସ୍କୁଲ ଛୁଟି | ବାତ୍ୟା ଜୱାଦ ଦୃଷ୍ଟିରୁ ଡିସେମ୍ବର ୪ରେ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ। ଛୁଟି ସତ୍ତ୍ବେ

Read more

ବାତ୍ୟା ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲାଣି ଝିପିଝିପି ବର୍ଷା । ଆଜି ରାତିରୁ ବର୍ଷା ବଢିବା ସମ୍ଭାବନା ।

ବାତ୍ୟା ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲାଣି ଝିପିଝିପି ବର୍ଷା । ଆଜି ରାତିରୁ ବର୍ଷା ବଢିବା ସମ୍ଭାବନା ।

Read more

ବାତ୍ୟା ଜୱାଦ ପାଇଁ ବ୍ରହ୍ମପୁର ମହାନଗର ନିଗମର ପ୍ରସ୍ତୁତି | ସହରର ପ୍ରତ୍ୟେକ ଓ୍ବାର୍ଡରେ ଗଠନ ହେଲା ଓ୍ବାର୍ଡସ୍ତରୀୟ କମିଟି | ତଳିଆ ଅଞ୍ଚଳର ଲୋକଙ୍କ ସ୍ଥାନାନ୍ତର ପାଇଁ ୨୧ ଆଶ୍ରୟସ୍ଥଳୀ ଚିହ୍ନଟ | ବର୍ଷାଜଳ ନିଷ୍କାସନ ପାଇଁ ୯ଟି ଜରୁରୀକାଳୀନ ସଫେଇ ୟୁନିଟ ଗଠିତ | ସହାୟତା ପାଇଁ ଜାରି ହେଲା ହେଲ୍‌ପଲାଇନ ନମ୍ବର- 7326837329

ବାତ୍ୟା ଜୱାଦ ପାଇଁ ବ୍ରହ୍ମପୁର ମହାନଗର ନିଗମର ପ୍ରସ୍ତୁତି | ସହରର ପ୍ରତ୍ୟେକ ଓ୍ବାର୍ଡରେ ଗଠନ ହେଲା ଓ୍ବାର୍ଡସ୍ତରୀୟ କମିଟି | ତଳିଆ ଅଞ୍ଚଳର ଲୋକଙ୍କ ସ୍ଥାନାନ୍ତର

Read more

ପୁରୀଠୁ ୫୩୦ କିମି ଦୂରରେ ବାତ୍ୟା ‘ଜୱାଦ’ | ଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ପୁରୀଠୁ ୫୩୦ ଓ ଗୋପାଳପୁରରୁ ୪୭୦, ପାରାଦୀପରୁ ୬୦୦ ଓ ବିଶାଖାପାଟଣାଠାରୁ ୩୬୦ କିମି ଦୂରରେ ବାତ୍ୟା | କାଲି ସକାଳେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ପହଞ୍ଚିବ ‘ଜୱାଦ’

ପୁରୀଠୁ ୫୩୦ କିମି ଦୂରରେ ବାତ୍ୟା ‘ଜୱାଦ’ | ଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଗତି କରୁଛି ବାତ୍ୟା ‘ଜୱାଦ’ | ପୁରୀଠୁ

Read more

ଆସନ୍ତାକାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଡିସେମ୍ବର ୪ ଏବଂ ୫ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ।

ଆସନ୍ତାକାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଡିସେମ୍ବର ୪ ଏବଂ ୫ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ସମ୍ଭାବ୍ୟ

Read more

ରାଜ୍ୟରେ ଦିନକରେ ଆଉ ୨୭୦ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ |ସଂଗରୋଧରୁ ୧୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧ ରୋଗୀ ଚିହ୍ନଟ । ୨୭୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୭ ଜଣ । ୨ ହଜାର ୪୨୫ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।

ରାଜ୍ୟରେ ଦିନକରେ ଆଉ ୨୭୦ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ |ସଂଗରୋଧରୁ ୧୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧ ରୋଗୀ ଚିହ୍ନଟ । ୨୭୦ ନୂଆ

Read more