୨୦୨୧ ଅକ୍ଟୋବର ୩୧ ସୁଦ୍ଧା ହାଇକୋର୍ଟରେ ବିଚାର ନହୋଇ ପଡ଼ିରହିଛି ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ଜିଲ୍ଲା କୋର୍ଟରେ ପଡ଼ି ରହିଛି |୧୭ ଲକ୍ଷ ୬୮ ହଜାର ୭୦୪ ମାମଲା ଗତ ୩ ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲା ଫଇସଲା ହୋଇଛି | ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର |

୨୦୨୧ ଅକ୍ଟୋବର ୩୧ ସୁଦ୍ଧା ହାଇକୋର୍ଟରେ ବିଚାର ନହୋଇ ପଡ଼ିରହିଛି ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ଜିଲ୍ଲା କୋର୍ଟରେ ପଡ଼ି ରହିଛି ୧୭ ଲକ୍ଷ

Read more

ଯାଜପୁର ଦଶରଥପୁର ବ୍ଲକ ଝୁମ୍ପୁରା କସ୍ତୁରବା ହାଇସ୍କୁଲର ୯ ଛାତ୍ରୀଙ୍କୁ କୋରୋନା। ସମସ୍ତ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇ ଚାଲିଛି ଚିକିତ୍ସା। ବିଦ୍ୟାଳୟର ମୋଟ୍ ଛାତ୍ରୀ ସଂଖ୍ୟା ୧୯୫ । ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ ପଜିଟିଭ ହୋଇଥିବା ସୂଚନା । ସୂଚନା ଦେଲେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର |

ଯାଜପୁର ଦଶରଥପୁର ବ୍ଲକ ଝୁମ୍ପୁରା କସ୍ତୁରବା ହାଇସ୍କୁଲର ୯ ଛାତ୍ରୀଙ୍କୁ କୋରୋନା। ସମସ୍ତ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇ ଚାଲିଛି ଚିକିତ୍ସା। ବିଦ୍ୟାଳୟର ମୋଟ୍ ଛାତ୍ରୀ ସଂଖ୍ୟା ୧୯୫

Read more

ଆଜି ଷଷ୍ଠ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା, ଆରମ୍ଭରୁ ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ, ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ବିରୋଧୀଙ୍କ ହୋହଲ୍ଲା, ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ଆଜି ଷଷ୍ଠ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା, ଆରମ୍ଭରୁ ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ, ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ

Read more

ରାଜ୍ୟରେ ଦିନକରେ ଆଉ ୧୫୧ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ |ସଂଗରୋଧରୁ ୮୯ ଓ ସ୍ଥାନୀୟ ଅଞ୍ଚଳରୁ ୬୨ ରୋଗୀ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨ ଜଣ। ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୫୦୫କୁ ବୃଦ୍ଧି, ସୁସ୍ଥ ହେଲେଣି ୧୦ ଲକ୍ଷ ୩୯ ହଜାର ୯୨୧ ରୋଗୀ। ଏବେ ବି ଚିକିତ୍ସାଧୀନ ୨୧୦୭ ଜଣ |

ରାଜ୍ୟରେ ଦିନକରେ ଆଉ ୧୫୧ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ | ସଂଗରୋଧରୁ ୮୯ ଓ ସ୍ଥାନୀୟ ଅଞ୍ଚଳରୁ ୬୨ ରୋଗୀ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ

Read more

ବିଶ୍ବ ମାଲେରିଆ ରିପୋର୍ଟ ୨୦୨୧ ପ୍ରକାଶ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ | ୨୦୧୯ ଅପେକ୍ଷା ୨୦୨୦ରେ ୬୯ ହଜାର ଅଧିକ ମାଲେରିଆ ରୋଗୀଙ୍କ ମୃତ୍ୟୁ । କୋଭିଡ କଟକଣା ପାଇଁ ସେମଧ୍ୟରୁ ୪୭ ହଜାର ରୋଗୀଙ୍କ ମୃତ୍ୟୁ ହୋଇଛି । ୨୦୨୦ରେ ବିଶ୍ବରେ ୨ କୋଟି ୪୧ ଲକ୍ଷ ମାଲେରିଆ ଆକ୍ରାନ୍ତ ଚିହ୍ନଟ, ୬ ଲକ୍ଷ ୨୭ ହଜାର ମାଲେରିଆ ରୋଗୀଙ୍କ ମୃତ୍ୟୁ

ବିଶ୍ବ ମାଲେରିଆ ରିପୋର୍ଟ ୨୦୨୧ ପ୍ରକାଶ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ | ୨୦୧୯ ଅପେକ୍ଷା ୨୦୨୦ରେ ୬୯ ହଜାର ଅଧିକ ମାଲେରିଆ ରୋଗୀଙ୍କ ମୃତ୍ୟୁ ।

Read more

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSAP ସିପାହୀ ସହଦେଵ ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ୨ ଲକ୍ଷ ୯୪ ହରାଜ ୬୦୦ ନଗଦ ଟଙ୍କା ଜବତ। ୪ଟି ଫ୍ଲାଟ, ୪ଟା ଦୁଇଚକିଆ ଯାନ, କିଛି ସୁନା ଓ ରୁପା ଠାବ। ୧୭ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି ଭିଜିଲାନ୍ସ । କଟକ ଓ ପୁରୀର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSAP ସିପାହୀ ସହଦେଵ ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ୨ ଲକ୍ଷ ୯୪ ହରାଜ ୬୦୦ ନଗଦ ଟଙ୍କା ଜବତ।

Read more

ଦୁର୍ଘଟଣା ଯୋଗୁ ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍, ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ଯୋଗୁ ରାସ୍ତା ବନ୍ଦ ; ଘାଟିର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ ଶହ ଗାଡ଼ି

କୋରାପୁଟ: ଦୁର୍ଘଟଣା ଯୋଗୁ ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍, ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ଯୋଗୁ ରାସ୍ତା ବନ୍ଦ;ଘାଟିର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶହ

Read more