ବାଲେଶ୍ୱର ସର୍ଟ ରେଞ୍ଜ୍ ବାଲିଷ୍ଟିକ ମିଜାଇଲ ପ୍ରଳୟର ଆଜି ବି ପରୀକ୍ଷଣ| ସକାଳ ୯ଟା ୩୫ରେ ଅବଦୁଲ କାଲାମ ଦ୍ୱୀପରୁ ବ୍ୟାବହାରିକ ପରୀକ୍ଷଣ, ଭ୍ରାମ୍ୟମାଣ ଲଞ୍ଚରରୁ ଲଗାତାର ଦ୍ୱିତୀୟ ଦିନ ପାଇଁ ବ୍ୟାବହାରିକ ପରୀକ୍ଷଣ |

ବାଲେଶ୍ୱର ସର୍ଟ ରେଞ୍ଜ୍ ବାଲିଷ୍ଟିକ ମିଜାଇଲ ପ୍ରଳୟର ଆଜି ବି ପରୀକ୍ଷଣ| ସକାଳ ୯ଟା ୩୫ରେ ଅବଦୁଲ କାଲାମ ଦ୍ୱୀପରୁ ବ୍ୟାବହାରିକ ପରୀକ୍ଷଣ, ଭ୍ରାମ୍ୟମାଣ ଲଞ୍ଚରରୁ ଲଗାତାର

Read more

SCB ପିଜି ଛାତ୍ରଛାତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ନିଟ୍ ପିଜି କାଉନସେଲିଂର ଅହେତୁକ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନ| କାର୍ଯ୍ୟବନ୍ଦ କରି ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଲେ| କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ SCBରେ ରୋଗୀ ସେବା ବ୍ୟାହତ |

SCB ପିଜି ଛାତ୍ରଛାତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ନିଟ୍ ପିଜି କାଉନସେଲିଂର ଅହେତୁକ ବିଳମ୍ବ |ପ୍ରତିବାଦରେ ଆନ୍ଦୋଳନ, କାର୍ଯ୍ୟବନ୍ଦ କରି ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଲେ|

Read more

କୋରୋନା ପ୍ରଭାବିତ ୨୨୪ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ । ଆମେରିକାରେ ଦୈନିକ ମୃତ୍ୟୁ ୧୫୪୪, ମୋଟ ୮ ଲକ୍ଷ ୩୨ ହଜାର ୯୩୯ ମୃତ । ବିଶ୍ବରେ କୋଭିଡ ସଂକ୍ରମଣରେ ଦ୍ବିତୀୟ ସ୍ଥାନରେ ଭାରତ, ବ୍ରାଜିଲ ତୃତୀୟ ।

କୋରୋନା ପ୍ରଭାବିତ ୨୨୪ ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ । ଆମେରିକାରେ ଦୈନିକ ମୃତ୍ୟୁ ୧୫୪୪, ମୋଟ ୮ ଲକ୍ଷ ୩୨ ହଜାର ୯୩୯ ମୃତ

Read more

ଏରସମା ଥାନା କୁଞ୍ଜକୋଠି ଗାଁ ରେ ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ଏରସମା ଥାନା କୁଞ୍ଜକୋଠି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଉଦ୍ଧାର, ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ ମହିଳା ଅଜଗରକୋଠି ଗାଁର ସୂଚନା;

Read more

ଭୁବନେଶ୍ୱରରୁ ସମ୍ବଲପୁରକୁ ୧୮ ଘଣ୍ଟିଆ ଘରୋଇ ବସ୍ ସେବା ବନ୍ଦ ଡାକରା; ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ଡକାରା ଦେଲା ଘରୋଇ ବସ୍ ମାଲିକ ସଂଘ,୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ବନ୍ଦ ଡାକରା ଦେଇଛି ସଂଘ, ପଦକ୍ଷେପ ନନେଲେ ଜାନୁଆରୀ ୧ରୁ NH-୫୫କୁ ବୟକଟ୍ ଚେତାବନୀ

ଭୁବନେଶ୍ୱରରୁ ସମ୍ବଲପୁରକୁ ୧୮ ଘଣ୍ଟିଆ ଘରୋଇ ବସ୍ ସେବା ବନ୍ଦ ଡାକରା; ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ଡକାରା ଦେଲା ଘରୋଇ ବସ୍ ମାଲିକ

Read more