ଭୁବନେଶ୍ୱର : ପ୍ରବଳ ଜାଡରେ ଥରୁଛି ସାରା ଓଡିଶା। ରାଜ୍ୟର ୧୧ ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ୬.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡି ଓ ସୁନ୍ଦରଗଡରେ ତାପମାତ୍ରାରେ ୭.୫ ଡିଗ୍ରୀ । ସୁବର୍ଣ୍ଣପୁର ୮.୨,ଟିଟିଲାଗଡ ୮.୩, କେନ୍ଦୁଝର ୮.୬,ଝାରସୁଗୁଡା ୮.୮, ଭବାନୀପାଟଣା ଓ ବୌଦ୍ଧ ୯ ଡିଗ୍ରୀ । ହୀରାକୁଦ ୯.୫, କୋରାପୁଟରେ ୯.୬ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୧୨.୪, କଟକ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱର : ପ୍ରବଳ ଜାଡରେ ଥରୁଛି ସାରା ଓଡିଶା। ରାଜ୍ୟର ୧୧ ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ୬.୫ ଡିଗ୍ରୀ ସହ

Read more

ବଲାଙ୍ଗିର ଠାରେ ୨୭ ବର୍ଷିୟ ମୁସଲମାନ ଯୁବକ ଗ୍ରହଣ କଲେ ହିନ୍ଦୁ ଧର୍ମ

ବଲାଙ୍ଗିର : ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ଠାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଗୌରବ ଅନୁଭବ କରି ବିଶ୍ବର ଆଦ୍ୟଧର୍ମ ହିନ୍ଦୁ ଧର୍ମକୁ ଗ୍ରହଣ କରିଛନ୍ତି

Read more

ବାଂଲାଦେଶରେ ତିନି ମହଲା ବିଶିଷ୍ଟ ବିରାଟ ନୌକାରେ ଅଗ୍ନିକାଣ୍ଡ , ୩୨ ଜୀବନ୍ତ ଦଗ୍ଧ |

ଢାକା: ବାଂଲାଦେଶରେ ଏକ ନୌକାରେ ଅଗ୍ନିକାଣ୍ଡ ଘଟିବା ଫଳରେ ୩୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ ବାଂଲାଦେଶର ଦକ୍ଷିଣ ଭାଗରେ

Read more

ଦିନକରେ ଦେଶରେ ୧୦୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ , ମହାରାଷ୍ଟ୍ରରେ ସର୍ବାଧିକ ୮୮

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୧୦୦ ଜଣ ନୂଆ ଓମିକନ ପ୍ରକରଣରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୮୮ରେ

Read more

ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମରେ ଓଡ଼ିଆ ପୁଅ |

ଭୁବନେଶ୍ୱର : ବାଂଲାଦେଶ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ୧୪ ଜଣିଆ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମର ଘୋଷଣା କରାଯାଇଛି। ଭାରତୀୟ ଟି-୨୦ ଟିମରେ

Read more

ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢ଼େଇଛକରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ଗୋପ ମେଡିକାଲରେ ଦୁଇ ବନ୍ଧୁଙ୍କ ମୃତ୍ୟୁ । ମୃତକ-କାକଟପୁର ଥାନା ଅସୁରଖଳା ଅଞ୍ଚଳର ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ । ବାଇକ୍‌ ଓ ବ୍ୟାଗ୍‌ ଜବତ କଲା କୋଣାର୍କ ପୋଲିସ, ତଦନ୍ତ ଜାରି ।

ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢ଼େଇଛକରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ଗୋପ ମେଡିକାଲରେ ଦୁଇ ବନ୍ଧୁଙ୍କ ମୃତ୍ୟୁ । ମୃତକ-କାକଟପୁର ଥାନା ଅସୁରଖଳା ଅଞ୍ଚଳର ବଳରାମ ଖଟୋଇ ଓ

Read more

ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଟ କଂଗ୍ରେସ ନେତା ଗଣେଶ୍ୱର କୁସୁମଙ୍କ ଦେହାନ୍ତ |

ସୁନ୍ଦରଗଡ଼: ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଟ କଂଗ୍ରେସ ନେତା ଗଣେଶ୍ୱର କୁସୁମ ଆଉ ନାହାନ୍ତି। ୮୭ ବର୍ଷ ବୟସରେ ରାତ୍ର ୧ଟା ୪୦ ମିନିଟରେ ସେ

Read more

ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ| ଆଜି ସକାଳ ୯ଟା ୩୦ରେ ଭୁବନେଶ୍ୱରରେ ପରଲୋକ; ପରଲୋକ ନେଇ ସୂଚନା ଦେଲେ ଝିଅ ଅନୀତା ଶୁଭଦର୍ଶିନୀ |

ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ| ଆଜି ସକାଳ ୯ଟା ୩୦ରେ ଭୁବନେଶ୍ୱରରେ ପରଲୋକ; ପରଲୋକ ନେଇ ସୂଚନା ଦେଲେ ଝିଅ ଅନୀତା ଶୁଭଦର୍ଶିନୀ |

Read more

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା ମହାମାରୀ କୋରୋନା । ବାଲେଶ୍ବର ଓ ଗଞ୍ଜାମ ଜିଲ୍ଲାରେ ଜଣେ ଲେଖାଏଁ କୋଭିଡ ରୋଗୀ ମୃତ । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୦କୁ ବୃଦ୍ଧି ।

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା ମହାମାରୀ କୋରୋନା । ବାଲେଶ୍ବର ଓ ଗଞ୍ଜାମ ଜିଲ୍ଲାରେ ଜଣେ ଲେଖାଏଁ କୋଭିଡ ରୋଗୀ ମୃତ । ରାଜ୍ୟରେ

Read more